Odisha Link
Bridging the Missing Links in Odisha
Daily Archives

December 7, 2020

ଭାରତ ବନ୍ଦ: ରାଜ୍ୟର ସମସ୍ତ…

ଭୁବନେଶ୍ବର: ଆସନ୍ତା କାଲି ଭାରତ ବନ୍ଦ ନେଇ ସତର୍କ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ରାଜ୍ୟ ଗୃହ ବିଭାଗ। କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରିବେ ଚାଷୀ ସଂଗଠ। ବନ୍ଦ ବେଳେ ଗାଡ଼ି-ମଟର ଓ ଟ୍ରେନ୍ ଅଟକାଇବା ଆଶଙ୍କା।…

ଭାରତ ବନ୍ଦ ଡ଼ାକରା: ସୁରକ୍ଷା ବ୍ୟବସ୍ଥା…

ନୂଆଦିଲ୍ଲୀ: ଆସନ୍ତା କାଲି ଭାରତ ବନ୍ଦ ଡ଼ାକରା ଦେଇଛି କୃଷକ ସଂଘ। ନୂଆ କୃଷି ଆଇନ ବିରୋଧରେ ଏହି ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନରତ କୃଷକ। ତେବେ ଏହି ସମୟରେ ସତର୍କତା ଅବଲମ୍ୱନ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ବନ୍ଦ ସମୟରେ ରାଜ୍ୟର…

ଘନ କୁହୁଡ଼ି ନେଇ ୧୦ ଜିଲ୍ଲାକୁ ଜାରି…

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଦ, ସୋନପୁର, ବରଗଡ଼ ଓ ନୟାଗଡ଼ ଆଦି ଜିଲ୍ଲାରେ…

ଜୁଆ ଖେଳକୁ ନେଇ ଛୁରାମାଡ଼

ବ୍ୟାସନଗର : ଝିମିଟି ଖେଳରୁ ମହା ଭାରତ। ଜୁଆ ଖେଳ ହେଲା କାଳ। ଆଜି ଅପରାହ୍‌ଣରେ ଜୁଆ ଖେଳକୁ ନେଇ ଦୁଇଜଣ ଡ୍ରାଇଭରଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ତାପରେ ଛୁରା ମାଡ଼ରେ ଜଣେ ଗୁରୁତର ଆହତ ହୋଇଛି। ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାଟି ଯାଜପୁର ରୋଡ ରେଳ ଷ୍ଟେସନ ସମ୍ମୁଖରେ…

ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହି ମୃତ

ରାୟଗଡା : ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ରାୟଗଡା ଜିଲ୍ଲାରେ ଘଟିଛି। ଦୁଇ ବାଇକ ପରସ୍ପର ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୁନିଗୁଡା ଥାନା ଦେଓକୁପୁଲି ଛକ ନିକଟରେ ଉଭୟପଟୁ ଦ୍ରୁତ ବେଗରେ ଆସୁଥିବା ଦୁଇ ବାଇକ…

ଚିପ୍ସ ବୋଝେଇ ଟ୍ରାକ୍ଟର ଜବତ କଲା ପୁଲିସ

ପାଟଣା: ଆଜି ଏକ ବେଆଇନ ଚିପ୍ସ ବୋଝେଇ ଟ୍ରାକ୍ଟରକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି। ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବଜାର ନିକଟରୁ ପୁଲିସ ଜବତ କରିଛି।  ଜବତ ଟ୍ରାକ୍ଟର ସମ୍ପର୍କରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କୁ ସୂଚନା ଦିଆଯାଇଥିଲା। ପରେ ଜବତ ଟ୍ରାକ୍ଟର ଉପରେ ତୁରୁମୁଙ୍ଗା ଆରଆଇ…

ବିଜେପିରେ ସାମିଲ୍ ହେଲେ ଅଭିନେତ୍ରୀ…

ନୂଆଦିଲ୍ଲୀ : ବିଜେପିରେ ସାମିଲ୍ ହେଲେ ତେଲୁଗୁସିନେମା ଅଭିନେତ୍ରୀ ବିଜୟାଶାନ୍ତି। ଆଜି ନୂଆଦିଲ୍ଲୀଠାରେ ବିଜେପି ଔପଚାରିକ ଭାବେ ଯୋଗ ଦେଇଛନ୍ତି ବିଜୟଶାନ୍ତି । ରବିବାର ଦିନ ବିଜୟାଶାନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ସଫଳ ହେବା ପରେ…

ସ୍ପାଇକ ହଲରେ ପଶି ୨ ମହିଳା ଆହତ

ମାଲକାନଗିରି : ନକ୍ସଲଙ୍କ ସ୍ପାଇକ ହଲରେ ପଶି ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଘଟିଛି। ଅନେକ ଥର ନକ୍ସଲ ସ୍ପାଇକ ହଲ ତିଆରି କରି ବହୁ ଗ୍ରାମବାସୀ ଏବଂ ଗାଈଗୋରୁଙ୍କୁ ଆହତ କରିସାରିଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ…

କାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ…

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ଜାରି ରହିବ । ସୂଚନାଅନୁସାରେ, ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ…

ନାଗାର୍ଜୁନ ବେଶ ସାମଗ୍ରୀ ସଂପୂର୍ଣ୍ଣ…

ଭୁବନେଶ୍ବର: ନାଗାର୍ଜୁନ ବେଶ ସୂର୍ଯ୍ୟ, ଚନ୍ଦ ନେଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ। ଚର୍ଚ୍ଚିତ ସୂର୍ଯ୍ୟ, ଚନ୍ଦ୍ର ଶ୍ରୀଜିଉଙ୍କ ବେଶର ଅଂଶବିଶେଷ ନୁହେଁ ବୋଲି କହିଲା ପ୍ରଶାସନ। ସୂର୍ଯ୍ୟ, ଚନ୍ଦ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସରିଲିଜ୍‌ ଜାରି କରିଛି। ଏହି ପ୍ରେସରିଲିଜ୍‌ରେ କହୁଯାଇଛି…