Odisha Link
Bridging the Missing Links in Odisha

ଚିପ୍ସ ବୋଝେଇ ଟ୍ରାକ୍ଟର ଜବତ କଲା ପୁଲିସ

ପାଟଣା: ଆଜି ଏକ ବେଆଇନ ଚିପ୍ସ ବୋଝେଇ ଟ୍ରାକ୍ଟରକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି। ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବଜାର ନିକଟରୁ ପୁଲିସ ଜବତ କରିଛି।  ଜବତ ଟ୍ରାକ୍ଟର ସମ୍ପର୍କରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କୁ ସୂଚନା ଦିଆଯାଇଥିଲା।

ପରେ ଜବତ ଟ୍ରାକ୍ଟର ଉପରେ ତୁରୁମୁଙ୍ଗା ଆରଆଇ ଶିବ ମହାନ୍ତ ୧୦ହଜାର ୪୮୦ ଟଙ୍କା ଜୋରିମାନା କରିଛନ୍ତି । ତେବେ ଜୋରିମାନା ଆଜି ଅନାଦେୟ ହେବାରୁ ଟ୍ରାକ୍ଟରଟି ଥାନା ନିକଟରେ ଠିଆ ହୋଇ ରହିଥିବା ଜଣାପଡିଛି ।

Comments are closed.