Odisha Link
Bridging the Missing Links in Odisha
Daily Archives

March 14, 2021

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଜୟପୁର: ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ମାମଲା ବଢ଼ିବାରେ ଲାଗିଛି। ଆଜି ଏକର କୋବି ବୋଝେଇ ଟ୍ରକ ଭିତରୁ ୪୯୪ କେଜି ଗଞ୍ଜେଇ ଜବତ କରାଯାଇଛି। ଜୟପୁର ସଦର ଥାନା ପାତ୍ରପୁର ବ୍ରିଜ ନିକଟରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ…

ସଡ଼କ ଦୁର୍ଘଟଣା: ବସ୍ ଓଲଟି ୨୦ରୁ…

ବାଲେଶ୍ୱର: ଓଲଟିଲା ଯାତ୍ରୀବାହୀ ବସ୍। ଭୁବନେଶ୍ୱରରୁ ଗୋପାଳପୁର ଯାଉଥିବା ଏକ ଘରୋଇ ବସ୍‌ ଓଲଟିଛି। ସୋର ଥାନା ଆଗରେ ବସ୍ ଓଲଟି ପଡିଥିବାର ସୂଚନା ମିଳିଛି। ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଓଲଟି ପଡିଥିବା ବସ୍‌ ନାଁ ଚକାଡୋଳା ବୋଲି ଜଣାପଡିଛି। ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ…

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ନିଜ ଜାଲରେ…

ମାଲକାନଗିରି: ନିଜ ଜାଲରେ ନିଜେ ଫସିଲେ ନକ୍ସଲ। ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ ଘଟିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତାରେ ଏହି ବିସ୍ଫୋରଣ ଘଟିଛି। ରାସ୍ତା ନିର୍ମାଣ କାର୍ଯ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କୁ ଟାର୍ଗେଟ…

ମମତାଙ୍କ ଉପରକୁ ଆକ୍ରମଣ ଘଟଣାର ପ୍ରମାଣ…

କୋଲକତା: ମମତା ବାନାର୍ଜୀଙ୍କ ଉପରକୁ ଆକ୍ରମଣ ନେଇ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି। ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ ପରେ ପ୍ରଚାର ସାରି ଫେରିବା ସମୟରେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା। ସେନେଇ କୌଣସି ପ୍ରକାର ପ୍ରମାଣ ନାହିଁ। ଏନେଇ ସୂଚନା ଦେଇଛନ୍ତି…

କେନ୍ଦୁଝରରେ ଲଜ୍ଜା: ଲିଫ୍ଟ ଦେବା…

କେନ୍ଦୁଝର: ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣଦୁଷ୍କର୍ମ। ଲିଫ୍ଟ ଦେଇ ଡମ୍ପର ଭିତରେ ଦୁର୍ବୃତ୍ତମାନେ ରାତି ସାରା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ ସମ୍ପୃକ୍ତ ମହିଳା ଜଣଙ୍କ କାମ ସାରି…

ବରୁଣେଇ ଜଙ୍ଗଲରେ ନିଆଁ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲ ଏବେ ଜଲୁଛି। ଜଙ୍ଗଲ ନିଆଁକୁ ନେଇ ଚନ୍ତାରେ ରାଜ୍ୟବାସୀ। ନିଆଁ ଲିଭାଇବା ପାଇଁ ବହୁ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କିଛି ସ୍ଥାନାରେ ନିଆଁକୁ ଆୟତ୍ତ କରାଯାଇଛି। ଆଉ କିଛି ଜାଗାରେ ନିଆଁ ଲିଭିବାର ନାମ ନେଉନାହିଁ। ଏହା ଭିତରେ ଆଉ ଏକ ଜଙ୍ଗଲରେ ନିଆଁ ଲାଗିଥିବା…

କଙ୍କାଳ ଉଦ୍ଧାର ଘଟଣା: ତଦନ୍ତ କରିବେ…

ଭୁବନେଶ୍ୱର: ଜାଆଁଳା ଫାଣ୍ଡିରେ ସିଜ କାର ଭିତରୁ କଙ୍କାଳ ଉଦ୍ଧାର କରିବା ଘଟଣାର ତଦନ୍ତ ମହିଳା ଥାନା ଇନସ୍ପେକ୍ଟର କରିବେ। ଏହି ଘଟଣାର ତଦନ୍ତ ଭାର ମହିଳା ଥାନାର ଇନସ୍ପେକ୍ଟରଙ୍କୁ ଦିଆଯାଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କାର ଭିତରୁ ମହିଳାଙ୍କ ଶବ ମିଳିବା ଏକ…

ଆମେ କ’ଣ ଏତେ ଶସ୍ତା ଯେ ଆତ୍ମହତ୍ୟା…

ଭୁବନେଶ୍ୱର: ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ପ୍ରାର୍ଥନା କରିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କଂଗ୍ରେସ ବିଧାୟକ…

ଓଡ଼ିଶାରେ ଫେରିବକି ଲକ୍‌ଡାଉନ୍? ଉତ୍ତର…

ଭୁବନେଶ୍ବର: ଦେଶର କେତେକ ସ୍ଥାନରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହାଫଳରେ କିଛି ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରବିବାର ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ ନବୀନ କହିଛନ୍ତି ଯେ, ଓଡ଼ିଶା କରୋନା…

ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ…

ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ୧୨ଟାରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ। ତେବେ ସେ କେଉଁ ବିଷୟ ଉପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବେ ସେନେଇ କୌଣସି ନିଦ୍ଧିଷ୍ଟ ସୂଚନା ଦେଇନାହାନ୍ତି। ଗତ ବର୍ଷ…