ପିପିଲି ଉପନିର୍ବାଚନରେ ପ୍ରଚାର ମଇଦାନକୁ…
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଏବେ ଜମୁଛି ପ୍ରଚାର ମୈଦାନ। ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ। ଏନେଇ ସୂଚନା ଦେଇଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ।
ପିପିଲି ଉପନିର୍ବାଚନ ନେଇ ଆଜି ପ୍ରତାପ ଦେବଙ୍କ ଘରେ ଏକ ବୈଠକ…