Odisha Link
Bridging the Missing Links in Odisha
Daily Archives

April 5, 2021

ମାଓବାଦୀଙ୍କ କବଜାରେ ନିଖୋଜ ଯବାନ

ଛତିଶଗଡ: ଛତିଶଗଡ ମାଓ ଆକ୍ରମଣ ପରେ ଆଉ ଏକ ବଡ ଘଟଣା ସାମ୍ନାକୁ ଆସିଛି। ମାଓବାଦୀଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ। ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ। ଏନକାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ। ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତି। ଗଣମାଧ୍ୟମ…

କାଳବୈଶାଖୀ ଆଶଙ୍କା, ୬ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅପରାହ୍ନ ୧ଟା୩୦ରୁ ଆସନ୍ତାକାଲି ମଧ୍ୟାହ୍ନ ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଜାରି ହୋଇଥିବା…

ପିପିଲି: ବାଇକ୍ ଆରୋହୀଙ୍କଠୁ ୫୦ ଲକ୍ଷ…

ପିପିଲି: ପିପିଲି ଉପନର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲୁଥିବା ବେଳେ ଆଜି  ୨ ବାଇକ୍ ଆରୋହୀଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ କରିଛି ପୁଲିସ। ପଲସରରେ ଯାଉଥିବା ୨ ବାଇକ୍ ଆରୋହୀଙ୍କ ଠାରୁ ଏହି ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ପୁଲିସ…

କରୋନା ପଜିଟିଭ ହେଲେ ଭିକ୍କି ଓ ଭୂମି

ମୁମ୍ବାଇ: ବଲିଉଡରେ କାୟା ବିସ୍ତାର କରିଚାଲିଛି ମହାମାରୀ କରୋନା। ଜଣଙ୍କ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଅକ୍ଷୟ କୁମାରଙ୍କ ପରେ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉୟଭ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ…

ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ…

ମହାରାଷ୍ଟ: ମହାରାଷ୍ଟ୍ରର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ଶ୍ରୀ ଦେଶମୁଖ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନୀଲ ଦେଶମୁଖ ଇସ୍ତଫା…

ଟ୍ରାଭେଲ ରେଜିଷ୍ଟ୍ରସନ ନଥିବାରୁ ବଢୁଛି…

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରେ କରୋନା ପଜିଟିଭ…

ଆର୍ମଡ ଡିସିପିଙ୍କ ବିରୋଧରେ ତଦନ୍ତ…

ଭୁବନେଶ୍ୱର: ଆର୍ମଡ ଡିସିପିଙ୍କ ନାମରେ ତଦନ୍ତ ନିର୍ଦ୍ଦେଶ ଦେଲେ ପୁଲିସ କମିଶନର। ଜଣେ ସିପାହୀଙ୍କ ପତ୍ନୀ ଆଣିଥିବା ସଂଗୀନ ଅଭିଯୋଗର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ। ଅତିରିକ୍ତ ସିପି ରେଖା ଲେଶହାନୀ ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାଯାଇଛି। ସୂଚନା ଯୋଗ୍ୟ, ଯୁବତୀ ନ…

ଭୁଲ ଓଡ଼ିଆ ପାଇଁ ଟାପରାର ଶିକାର ଗଣଶିକ୍ଷା…

ଭୁବନେଶ୍ବର: ରାଜ୍ୟରେ ଶିଶୁମାନଙ୍କର ଶୈକ୍ଷିକ ବିକାଶର ଡୋର ନିଜ ହାତରେ ଧରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ କିମ୍ଭୂତକିମାକାର ଓଡ଼ିଆକୁ ନେଇ ସାମାଜିକ ଗଣମାଧ୍ୟମ ଉଠୁଛି ପଡ଼ୁଛି। ଏଥିପାଇଁ ଉଭୟ ଫେସବୁକ୍‌ ଓ ଟ୍ବିଟରରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲେ ବି ସେ ଏଯାଏଁ (ଦିନ ୩ଟା)…

ଫ୍ୟାମିଲି କୋର୍ଟରେ ହାଜର ହେଲେ…

କଟକ: ଫ୍ୟାମିଲି କୋର୍ଟରେ ହାଜର ହେଲେ ଓଲିଉଡ ଷ୍ଟାର ଦମ୍ପତ୍ତି ବର୍ଷା-ଅନୁଭବ। ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଳତରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ। ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଛି ଏହି ମାମଲା। ପାରିବାରିକ ବିବାଦ ମାଲାରେ ପତ୍ନୀ ବର୍ଷା କଟକ…

କରୋନା ନୂଆ ଗାଇଡଲାଇନ: ବିବାହରେ ଭୋଜି…

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଯାହା ଏବେ ନିନ୍ତାଜନକ ପରିସ୍ଥିତ ସୃଷ୍ଟି କରିଛି। ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଏଣିକି କରୋନା ପାଇଁ ବିବାହ ଭୋଜି ବଦଳରେ ପରିବେଷଣ ହେବ ପ୍ୟାକେଟ ଖାଦ୍ୟ।…