Odisha Link
Bridging the Missing Links in Odisha
Daily Archives

May 8, 2021

ଅକ୍ସିଜେନ୍ ବିତରଣ ପାଇଁ ଟାସ୍କଫୋର୍ସ ଗଠନ…

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବହୁଳ ପରିମାଣରେ ଅକ୍ସିଜେନ ସଙ୍କଟ ମାମାଲା ସାମ୍ନାକୁ ଆସୁଛି। ଅକ୍ସିଜେନ ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଫଳରେ ଏହି ସଙ୍କଟକୁ ଦୂର କରିବା ପାଇଁ ବାରମ୍ବାର କେନ୍ଦ୍ରକୁ ତାଗିଦ କରୁଥିବା ସୁପ୍ରିମକୋର୍ଟ ବଡ଼ ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ଅକ୍ସିଜେନ…

କରୋନା: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୬୪…

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଦୃତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର। ଆଜି ରାଜ୍ୟରୁ ୭୬୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ। ଆଜି ଗୋଟିଏ…

କୋଭିଡ୍‌ କଟକଣାକୁ ଫୁ, ପ୍ରାର୍ଥାନା ପାଇଁ…

ହାଇଦ୍ରାବାଦ: କୋଭିଡ୍‌ କଟକଣାକୁ ନ ମାନି ରମଜାନ ମାସରେ ଶୁକ୍ରବାର ପ୍ରାର୍ଥନା ପାଇଁ ଶହ ଶହ ମୁସଲମାନ୍‌ ସମ୍ପ୍ରଦାୟର ବ୍ୟକ୍ତି ଏକାଠି ହୋଇଥିବା ଅଭିଯୋଗ ହୋଇଛି। ଏ ଘଟଣା ପରେ ତୁରନ୍ତ ସର୍ବସାଧାରଣ ଏକତ୍ରୀକରଣ ନେଇ ନୀତି ନିର୍ଦ୍ଧାରଣ କରିଛନ୍ତି ତେଲିଙ୍ଗାନା ସରକାର। କୋଭିଡ୍‌ ସଂକ୍ରମଣ ବ୍ୟାପିବାରେ…

ଭୁବନେଶ୍ୱରରୁ ଆଉ ୧୦୩୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କାୟା ମେଲାଉଛି ମହାମାରୀ କରୋନା। ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୦୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୮୦ ପଜିଟିଭ୍…

‘ଗୋ ମୂତ୍ର ପିଇଲେ ହେବନି…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନାର କରାଳ ରୂପରେ ଘାଣ୍ଟି ହେଉଛନ୍ତି ଦେଶବାସୀ। ଦୈନିକ ଦେଶରେ ୪ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଦୈନିକ ୩ ହଜାରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ଜୀବନ ଯାଉଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର…

ଜୋରିମାନା ଦେଇ କନିଆ ନେଇ ଫେରିଲା…

ରଙ୍ଗେଇଲୁଣ୍ଡା: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଆପଣାଛନ୍ତି ଅନେକ କଟକଣା। ଏପରିକି ସାରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଛନ୍ତି ସରକାର। ଏପରିକି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସହ ତେଲେଙ୍ଗାନାକୁ ସଂଯୋଗ କରୁଥିବା ସମସ୍ତ ସୀମାକୁ…

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ…

ରାଇରଙ୍ଗପୁର: ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର ଟୁଙ୍ଗୁରୁ ଜଙ୍ଗଲରେ। ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ବନଖଣ୍ଡ ବିଶୋଇ ଥାନା ଦୁଧକୁଣ୍ଡି ଗ୍ରାମର ଦୁଇଜଣ ମହିଳା…

ଖଣିରେ ବିସ୍ଫୋରଣ, ଚାଲିଗଲା ୧୦ ଜୀବନ

ବିଶାଖାପାଟଣା: ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାରି ଭିତରେ ଆସିଛି ଏକ ବଡ଼ ଦୁଃଖଦ ଖବର। ତାହା ହେଲା ଖଣିରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି।  ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲା କାଲାସାପାଡୁର ମାମିଲାପାଲ୍ଲେ ଗ୍ରାମରେ ଏହି ଅଘଟଣ ଘଟିଛି।  ମମିଲାପାଲେ ଖଣିରେ ଜିଲୋଟିନ…

ଓଲମ୍ପିକ୍ସ ବିଜେତା ରବିନ୍ଦ୍ର ପାଲ୍…

ଦୂଆଦିଲ୍ଲୀ: ମୋସ୍କୋ ଓଲମ୍ପିକ୍ସରେ ଗୋଲ୍ଡ ମେଡାଲ ବିଜେତା ହକି ଖେଳାଳୀ ରବିନ୍ଦ୍ର ପାଲ୍ ସିଂଙ୍କ ପରଲୋକ। କରୋନାରେ ତାଙ୍କର କରୋନାରେ ମୃତ୍ୟୁ ଘଟିଛି। ପ୍ରାୟ ୨ ସପ୍ତାହ ଧରି କରୋନା ସଂକ୍ରମିତ ହେବା ପରେ ଆଜି ସକାଳେ ଲକ୍ଷ୍ନୌରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ…

ଅକ୍ସିଜେନ ସଙ୍କଟବେଳେ ଏହି…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ଅଣାୟତ୍ତ ହେଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଥିବା ବେଳେ ଅକ୍ସିଜେନ ଅଭାବରରୁ ବହୁ ଲୋକ ପ୍ରାଣ ହରାଉଛନ୍ତି। ଅକ୍ସିଜେନର ସଙ୍କଟ ବେଳେ ଏହାର ଫାଇଦା ନେଇ କଳାବଜାରୀ କରି ମାଲାମାଲ ହେଉଛନ୍ତି ଲକ୍ଷ୍ୟ ରଖିଛନ୍ତି କିଛି ଅସାଧୁ…