Odisha Link
Bridging the Missing Links in Odisha
Daily Archives

May 8, 2021

ମହାଦେବଙ୍କୁ ଜପ କରିବା କୋଭିଡକୁ ଓପାଡି…

ମୁମ୍ୱାଇ: କରୋନା ଆକ୍ରାନ୍ତ ହେଲେ ବଲିଉଡର ଆଉ ଜଣେ ଅଭିନେତ୍ରୀ କଙ୍ଗନା ରାଣାୱତ୍। କଙ୍ଗନାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି। କଙ୍ଗନା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ଲେଖିଛନ୍ତି…

କରୋନା: କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି!

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଛି। ଏହାରି ମଧ୍ୟରେ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଛି। କଟକରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ନୋଡାଲ ଅଧିକାରୀ କହିଛନ୍ତି। ତେବେ କଟକରେ ଗୋଷ୍ଠୀ ସଂକ୍ରମଣ କଥା ଆଇସିଏମଆର…

ପରିଚୟ ପତ୍ରର ଦୁରୂପଯୋଗ, ଏଣିକି ଡିସିପି…

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରରେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଜାରି କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି। ଗତ ଲକଡାଉନରେ ପୁଲିସ ତରଫରୁ ପାସ ବ୍ୟବସ୍ଥା କରାଯାଇଥିବାବେଳେ ଚଳିତ ଥର କିନ୍ତୁ…

ବିନା ଭକ୍ତରେ ହେବ ଲିଙ୍ଗରାଜଙ୍କ…

ଭୁବନେଶ୍ବର: ବିନା ଭକ୍ତରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା। ଆସନ୍ତା ମେ' ୧୫ତାରିଖରୁ ୨୨ଦିନ ଧରି ବିନ୍ଦୁ ସାଗରରେ ଚାପିଖେଳିବେ ପ୍ରଭୁ ଲିଙ୍ଗରାଜ। କୋଭିଡ କଟକଣା ଭିତରେ ଚାପଖେଳ କରିବାକୁ ବିଏମସି ପକ୍ଷରୁ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ୧୫ଜଣ ସେବାୟତଙ୍କୁ ନେଇ…

ଡାକ୍ତରଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡର ସୁପରିଚାଳନା ପାଇଁ OHMS, OMES କ୍ୟାଡର, ଆୟୁଷ, ଡେଣ୍ଟାଲ୍ ସର୍ଜନ, ସମସ୍ତ ପିଜି ଡକ୍ଟର୍ସ, ପୋଷ୍ଟ ପିଜି ଡକ୍ଟର, ଇଣ୍ଟର୍ନ୍ସ, ସମସ୍ତ ଶେଷ ବର୍ଷର ଛାତ୍ର (ନର୍ସିଂ ଓ…

ନିର୍ବାଚନରେ ହାରିବାରୁ ରାସ୍ତା ଖୋଳିନେଲେ

ଲକ୍ଷ୍ନୌ: ପଞ୍ଚାୟତ ନିର୍ବାଚନରେ ହରିଯିବା ପରେ ରାଜ୍ୟର ବହୁ ସ୍ଥାନରେ ପରାଜିତ ପ୍ରାର୍ଥୀ ହିଂସା କରୁଥିବା ଖବର ଆସିଛି। ହାରିଥିବା ପ୍ରାର୍ଥୀ ଜନସାଧାରଣଙ୍କ ଉପରେବ ବିଭିନ୍ନ ବାଗରେ ରାଗ ସୁଝାଉଛନ୍ତି। ବାରବାଙ୍କୀ ଜିଲ୍ଲାରେ ଜଣେ ପରାଜିତ ପ୍ରାର୍ଥୀ ରାଗରେ ଗାଁକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳି…

କୋଭିଡ୍‌ କଟକଣା ବେଳେ ସେଣ୍ଟ୍ରାଲ ଭିଷ୍ଟା…

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶ କୋଭିଡ୍‌ ସହ ଯୁଝୁଥିବା ବେଳେ ଯୋରସୋର୍‌ରେ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ମାନସ ପ୍ରକଳ୍ପ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ କାର୍ଯ୍ୟ। ଗତ କିଛି ସପ୍ତାହ ହେଲା ରାଜଧାନୀର ରାଜପଥର ଦୁଇ ପାର୍ଶ୍ବ ଖୋଳା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସ ସମେତ ନୂଆ ସଂସଦ…

କରୋନା: ଦିନକରେ ଚାଲିଗଲା ୨୧ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ଦିନକରେ ୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ ଅଣାୟତ୍ତ କରୋନା: ଦିନକରେ ୧୧…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧,୮୦୭ ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫,୨୪,୨୦୭ରେ…