Odisha Link
Bridging the Missing Links in Odisha
Daily Archives

June 24, 2021

ସଚିନଙ୍କ ଫୋନ ଉଠାଉନାହାନ୍ତି ରାହୁଲ…

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ଲାଗି ରହିଛି ହଟଚମଟ। ଏହାରି ମଧ୍ୟରେ ରାଜସ୍ଥାନ ରାଜନୀତିରେ ଉସ୍ମତା ଭରି ଦେଇଛି ରାଜ୍ୟସଭା ସାଂସଦ ଡାକ୍ତର କିରୋଡୀ ଲାଲ ମୀନାଙ୍କ ବୟାନ। କଂଗ୍ରେସ ଉପରେ ବର୍ଷିବା ସହ ସେ କହିଛନ୍ତି ଯେ, ସଚିନ ପାଇଲଟ୍‌ ଦିଲ୍ଲୀରେ ୩ରୁ ୪ଦିନ ରହିଥିଲେ। ସେ ରାହୁଲ ଗାନ୍ଧୀ ଓ…

ଅଶୋଧିତ ତୈଳ ଦର ବୃଦ୍ଧି ନେଇ…

ନୂଆଦିଲ୍ଲୀ: ନିକଟରେ ତୈଳ ବଜାରରେ ଆସିଥିବା ପରିବର୍ତନ, ତୈଳ ଚାହିଦାର ପୁନରୁଦ୍ଧାର, ଆର୍ôଥକ ଅଭିବୃଦ୍ଧି ଆକଳନ ଏବଂ ଉର୍ଜା କ୍ଷେତ୍ର ନେଇ ଥିବା ଆହ୍ୱାନ ଗୁଡିକ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓପେକ୍‌ ସେକ୍ରେଟାରୀ ଜେନେରାଲ ଡା.…

ସ୍ବତନ୍ତ୍ର ଟ୍ରେନରେ କାନପୁର ଯିବେ…

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏକ ସ୍ବତନ୍ତ୍ର ଟ୍ରେନରେ ଦିଲ୍ଲୀରୁ କାନପୁର ଯାତ୍ରା କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶରେ ଥିବା ନିଜ ଗ୍ରାମକୁ ଟ୍ରେନ୍‌ ଯୋଗେ ଯାତ୍ରା କରିବେ ରାଷ୍ଟ୍ରପତି। ଟ୍ରେନର ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।…

ସର୍ବଦଳୀୟ ବୈଠକରେ ଏହି ଦାବି ରଖିଲେ…

ନୂଆଦିଲ୍ଲୀ: ସରିଲା ସାଢ଼େ ୩ ଘଣ୍ଟାର ମହାବୈଠକ। ଜମ୍ମୁ-କଶ୍ମୀର ନେତାଙ୍କ ସହିତ ପିଏମ୍‌ ମୋଦୀଙ୍କ ମଧ୍ୟରେ ହୋଇଥିବା ମହାବୈଠକ ଶେଷ ହୋଇଛି। ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୂରତା । ଆଜି ୭ ଲୋକ କଲ୍ୟାଣ ମାର୍ଗରେ ବସିଥିବା ବୈଠକରେ କାଶ୍ମୀର…

୮ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ୍ୟୁଡି ମେଡିକାଲ ଅକ୍ସିଜେନ ଓ ପିଏସଏ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ…

IPS ସ୍ତରରେ ବଡ଼ ଧରଣର ଅଦଳବଦଳ, କାହାକୁ…

ଭୁବନେଶ୍ବର: ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ୧୯୯୦ ବ୍ୟାଚର ଆଇପିଏସ୍‌ ସୁଧାଂଶୁ ଷଡଙ୍ଗୀ ହେଲେ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ। ସେ ଏହା ପୂର୍ବରୁ ଓଏସପିଏଚଡ୍ବୁସିର ସିଏମଡି ଭାବେ ନିଯୁକ୍ତ ହୋଇଥିଲେ। ସେହିପରି ୧୯୯୨ ବ୍ୟାଚର…

ପାଠ ନବମ, ସାଇବର୍‌ ଠକାମୀରେ ଡକ୍ଟରେଟ୍

ଝାରସୁଗୁଡ଼ା: ସୁନୀଲ ରାଉତରାୟ, ବୟସ ୩୩ ବର୍ଷ। ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମରେ। ସୁନୀଲ ମାତ୍ର ନବମ ଯାଏଁ ପାଠ ପଢ଼ିଛି। କିନ୍ତୁ ସୋସିଆଲ୍‌ ମିଡିଆରେ ଲୋକଙ୍କୁ ଚିତା କାଟିବାରେ ସତେ ଯେମିତି ସେ ପିଏଚ୍‌ଡି କରିଛି। ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଆୟ କରିଥିବା ଏ ଠକକୁ…

ଅମ୍ବାନୀଙ୍କ ବଡ଼ ଘୋଷଣା, ଗଣେଶ ପୂଜାରେ…

ମୁମ୍ବାଇ: ରିଲିୟାନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା। କମ୍ପାନୀର ୪୪ ତମ ବାର୍ଷିକ ସମ୍ମିଳନୀରେ ଭାରତକୁ ୨ଜି ମୁକ୍ତ ଓ ୫ଜି ଯୁକ୍ତ କରିବାକୁ ସଂକଳ୍ପ ନେଇଥିବା ଅମ୍ବାନୀ କମ୍ପାନୀର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ବଜାରରେ ଜିଓଫୋନ୍‌ ନେକ୍ସଟ୍‌ ନାଁରେ ଏକ ମୋବାଇଲ…

ସର୍ବଦଳୀୟ ବୈଠକ: ପୁଣି ରାଜ୍ୟ ମାନ୍ୟତା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଅପରାହ୍ଣରେ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଚାଲିଥିବା ଏ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଦୁଇ ବର୍ଷ ତଳେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଥିବା ପୂର୍ବତନ ଜମ୍ମୁ କଶ୍ମୀର…

ଆସିଲେନି ବର୍ଷା, ଅନୁଭବ ନିରାଶ ହୋଇ…

କଟକ: ଓଡ଼ିଶାର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ବହୁ ଚେଷ୍ଟା ସତ୍ତ୍ବେ ମଧ୍ୟ ଏ ପର୍ଯ୍ୟନ୍ତ ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଏସବୁ ମଧ୍ୟରେ ମଧ୍ୟସ୍ଥତା କେନ୍ଦ୍ରକୁ ବର୍ଷା ପ୍ରିୟଦର୍ଶନୀ ଆସୁନଥିବାର କହିଛନ୍ତି ଅନୁଭବ।…