Odisha Link
Bridging the Missing Links in Odisha
Monthly Archives

April 2022

ଘରୁ ତଡ଼ିଦେଲେ କେନ୍ଦ୍ର ସରକାର, ଦାଣ୍ଡରେ…

ନୂଆଦିଲ୍ଲୀ: ସ୍ଥାନୀୟ ଏସିଆଡ୍‌ ଭିଲେଜରେ ରହୁଥିବା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟୁଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଘରୁ ବିତାଡ଼ିତ କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଦିନ ଗୁରୁଙ୍କ ସମେତ ତାଙ୍କର ପରିବାର ସଦସ୍ୟଙ୍କୁ ଘରୁ ବାହାର କରାଯାଇଥିବାବେଳେ ତାଙ୍କର ଆସବାବପତ୍ର ମଧ୍ୟ ବାହାରେ ରଖିଦିଆଯାଇଛି।…

ଝାରସୁଗୁଡ଼ା: ଜେଏସ୍‌ଡବ୍ଲୁ କାରଖାନା…

ଝାରସୁଗୁଡ଼ା: ଓଡ଼ିଶା ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ କାର୍ଯ୍ୟ କରିବା ବେଳେ ମାଚ୍ଚ ୧୧ରେ ପୋଡ଼ି ହୋଇ ଆହତ ହୋଇଥିବା ଚାରି ଜଣ ଠିକା ଶ୍ରମିକଙ୍କ ପାଇଁ ଜେଏସ୍‌ଡବ୍ଲୁ ବିପିଏସ୍‌ଏଲ୍ କୌଣସି କ୍ଷତିପୂରଣ ଦେଇନାହିଁ। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆନଗଲେ ଭବିଷ୍ୟତରେ…

Jharsuguda: BJP Demands…

Jharsuguda: Odisha BJP Secretary Tankadhar Tripathy on Monday alleged that  JSW BPSL have not yet provided any compensation to the four contractual labourers who had sustained burn injuries while performing their duty in the plant on 11th March 2022.…

ରାମନବମୀରେ ଆମିଷ ଭୋଜି, ଜେଏନ୍‌ୟୁରେ…

ବ୍ୟୁରୋ: ଦିଲ୍ଲୀର ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ ପରିସରରେ ରାମନବମୀ ଅବସରରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆମିଷ ଭୋଜିକୁ କେନ୍ଦ୍ରକରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବାମ ଛାତ୍ର ମେଣ୍ଟର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି।…

ମହାନଦୀରେ ଭାସିଗଲେ ତିନି ଯୁବକ, ଜଣଙ୍କର…

କଟକ: ମହାନଦୀରେ ଗାଧୋଇବାକୁ ଯାଇଥିବା ସମୟରେ ତିନିଜଣ ଯୁବକ ଜଳର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ସନ୍ଧାନ ମିଳିନାହିଁ। ରବିବାର ଦିନ ମହାନଦୀରେ ଗାଧୋଇବାକୁ ଯାଇଥିବାବେଳେ ତିନିସାଙ୍ଗ ଭାସିଯାଇଥିଲେ। ଜଣଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର…

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ହେବେ…

ନୟାଗଡ଼: ବର୍ତ୍ତମାନ ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କାଳେ ଆଗକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ହେବେ। ଏମିତି ଆଲୋଚନା ଏବେ ନୟାଗଡ଼ ରାଜନୈତିକ ଶିବିରରେ ମୁଖ୍ୟପ୍ରସଙ୍ଗ ପାଲଟିଛି। ମୁଖ୍ୟମନ୍ତ୍ରୀ ଖୁବ୍‌ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର…

VIDEO: ନବରଙ୍ଗପୁରରେ ବିଶାଳ ସାପ ଠାବ!

ଭୁବନେଶ୍ବର: ନବରଭ୍ଗପୁର ଜିଲ୍ଲାରେ ଏକ ବିଶାଳ ସାପ ଠାବ କରିଛନ୍ତି ସ୍ଥାନୀୟ ଜନତା। ସାପର ଲମ୍ବ ପ୍ରାୟ ୩୦ ଫୁଟ ବୋଲି ଅନୁମାନ କରାଯାଉଛି। ସାପଟି ରାତିରେ ରାସ୍ତା ପାର୍‌ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସଂଚରିବାରେ ଲାଗିଛି।…

ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ଅରୁଣ!

ନୟାଗଡ଼: 'ଏ ସମ୍ପତ୍ତି ଆପଣଙ୍କର, ଆପଣଙ୍କ ପଇସାରେ, ଆପଣଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଏହାର ଯତ୍ନ ନିଅନ୍ତୁ।' ରାଜ୍ୟର ରାସ୍ତାଘାଟ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିବେଦନମୂଳକ ଲେଖା ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଛି।…