Odisha Link
Bridging the Missing Links in Odisha
Daily Archives

January 23, 2023

ସୋଆରେ ସାମୁଦ୍ରିକ ଝଡ଼ ସଂପର୍କିତ ଜାତୀୟ…

ଭୁବନେଶ୍ୱର: ସାମୁଦ୍ରିକ ଝଡର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଏବଂ ଓଡ଼ିଶାର ଅଧିବାସୀ ଏହା ସହ କିଭଳି ଭାବେ ଖାପଖୁଆଇ ପାରୁଛନ୍ତି ଏବଂ ବିଶେଷ ଭାବେ ମହିଳାମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ସ୍ୱତନ୍ତ୍ର ଧ୍ୟାନ ଦେଇ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଏ ସଂପର୍କିତ ଏକ କର୍ମଶାଳା ଆୟୋଜିତ…

ମାଘରେ ନାହିଁ ଶୀତ, ରାଜଧାନୀରେ ୩୨…

ଓଏଲ୍‌ ବ୍ୟରୋ: ଉତ୍ତର ଭାରତରେ ଶୀତର ପ୍ରକୋପ ଅନୁଭୂତ ହେଉଥିବା ବେଳେ ଓଡ଼ିଶାରେ ଶୀତ ଅନୁଭୂତ ହେଉନାହିଁ। ମାଘ ମାସରେ ବି ରାଜ୍ୟରେ ଶୀତ ନାହିଁ। କିଛିିଦିନ ହେବ ପାହାନ୍ତିଆରେ ସାମାନ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ସକାଳୁ କୁହୁଡ଼ି ଲାଗି ରହୁଛି। ଅନ୍ୟପଟେ ଦିନରେ ଗରମ ଅନୁଭୂତ ହେଉଛି। ଶୀତ ସରି ନଥିବା…

୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରିଛନ୍ତି ଅଙ୍କକଷା । ରାଜ୍ୟରେ ଆଗୁଆ ନିର୍ବାଚନ ହେବା କଥା ଦୁଇ ଦୁଇ ଥର କହିଥିବା କେନ୍ଦ୍ର ମନ୍ତ୍ରୀ…

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ‌ରେ…

ଓଏଲ୍ ବ୍ୟୁରୋ : ମହିଳା ବିଶ୍ଵବିଦ୍ୟାଳୟରେ ପିଏଚ୍‌ଡି କରିବେ ପୁରୁଷ। ଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ନିଜେ ମଧ୍ୟ କ୍ୟାମ୍ପସରେ ପିଏଚ୍‌ଡି ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରି ଡିଗ୍ରି ହାସଲ କରିପାରିବେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପିଲାଙ୍କ ପାଇଁ…

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ…

ଓଏଲ୍ ବ୍ୟୁରୋ : ଏକପ୍ରକାର ପୋଷାକ ପିନ୍ଧିବେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ। ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ବହୁ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁ୍ତ କରିଥିବା ଜଣା ପଡ଼ିଛି।…

ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍

ଓଏଲ୍ ବ୍ୟୁରୋ : ହଠାତ୍ ନିଆଁ ଲାଗି ଜଲିଗଲା ବସ୍। ରାଜଧାନୀ ଭୁବନେଶ୍ଵରର ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିଯାଇଥିବା ଖବର ସାମ୍ନାକୁ ଆସିଛି। ନିଆଁ ଲାଗି ହୁତ୍ ହୁତ୍ ହୋଇ ଜଳିଥିବା ଗାଡ଼ିର ନାମ ହେଉଛି 'ଖଣ୍ଡାଧାର କୁଇନ'। ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଛିଡା ହୋଇଥିବାବେଳେ ନିଆଁ ଲାଗିଥିବା…

ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ନିଖୋଜ…

ଓଏଲ୍ ବ୍ୟୁରୋ : ଅଢେଇ ବର୍ଷ ପରେ ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତ ବ୍ୟକ୍ତିଙ୍କ କଙ୍କାଳ। ଉଦ୍ଧାର ହୋଇଥିବା କଙ୍କାଳଟି ହେଉଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାର ଆମତାପାଳିର ଡମ୍ବରୁଧର ପାତ୍ର ଯିଏକି ଅଢେଇ ବର୍ଷ ହେବ ନିଖୋଜ ଥିଲେ। ନିଖୋଜ ବ୍ୟକ୍ତିଙ୍କ କଙ୍କାଳ ଝାରସୁଗୁଡା ବନହରପାଲିି ପୁଲିସ ଉଦ୍ଧାର…

ଚୀନରେ କରୋନାର କରାଳ ରୂପ; ୮୦ ପ୍ରତିଶତ…

ଓଏଲ୍ ବ୍ୟୁରୋ : ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ। ଏହି ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚୀନରେ କରୋନା ସ୍ଥିତି ଏତେ ଭୟଙ୍କର ରୂପ ନେବାରେ ଲାଗିଛି ଯେ ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ମିଳିଥିବା ଖବର ଅନୁସାରେ, ଚୀନରେ ଏବେ…

ଆଜି ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ…

ଓଏଲ୍ ବ୍ୟୁରୋ : ଓଡ଼ିଶାର ଅମର ବରପୁତ୍ର ତଥା ସ୍ୱାଧୀନତା ଆନ୍ଦୋଳନର ଅଗ୍ରଣୀ ଯୋଦ୍ଧା ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ବୀର ସୁରେନ୍ଦ୍ର ସାଏ ଥିଲେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ…

ଦେଶ ପାଳୁଛି ନେତାଜୀ ସୁବାଷ ଚନ୍ଦ୍ର…

ଓଏଲ୍ ବ୍ୟୁରୋ : ଭାରତମାତାର ଅମର ବରପୁତ୍ର ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୬ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ।୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା…