Odisha Link
Bridging the Missing Links in Odisha
Daily Archives

January 23, 2023

ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା…

ଓଏଲ୍ ବ୍ୟୁରୋ : ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ସୁଟକେଶରେ ଭର୍ତ୍ତି ହୋଇ ଯୁବକଙ୍କ ମୃତଦେହ ମିଳିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାର ଖବର ପାଇବା ପରେ ପୁଲିସ ତଦନ୍ତ ଜାରି କରିଥିଲା। ତଦନ୍ତ ପରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ଗିରଫ କରିଛି ପୁଲିସ।…

ଶନି ମନ୍ଦିରକୁ କୋଟିଏ ଟଙ୍କାର କଳସ ଦାନ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନି ମନ୍ଦିରକୁ ପ୍ରାୟ ଏକ କୋଟି ଟଙ୍କାର ସୁନା କଳସ ଦାନ କରିଛନ୍ତି ଭକ୍ତ । କଳସରରେ ୭ ଶହ ଗ୍ରାମ ସୁନା ଓ ୫ କେଜି ରୂପାରେ ତିଆରି ହୋଇଛି । ତେବେ ଦାନ ଦେଇଥିବା ଭକ୍ତଙ୍କ ନାଁକୁ ମନ୍ଦିର ପ୍ରଶାସନ ଗୋପନ ରଖିଛି । ତେବେ ଜାତୀୟ…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍‌,…

ଓଏଲ୍ ବ୍ୟୁରୋ : ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଯିବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ…