Odisha Link
Bridging the Missing Links in Odisha
Daily Archives

March 22, 2023

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ…

ଭୁବନେଶ୍ବର: ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜଣେ…

ଦୂଷିତ ଜଳ ନେଉଛି ପ୍ରତିଦିନ ହଜାରେରୁ…

ଓଏଲ୍‌ ବ୍ୟୁରୋ: ଆଜି ସାରା ବିଶ୍ବ ପାଳନ କରୁଛି 'ବିଶ୍ୱ ଜଳ ଦିବସ'। ସବୁ ଜୀବ ଜଳରୁ ସୃଷ୍ଟି, ତେଣୁ ଜଳ ହିଁ ଜୀବନ ବୋଲି ଆମେ ସମସ୍ତେ ଜାଣିଛୁ। ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଉଛି। ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍‌…

ସୋଆରେ ଚାଲିଥିବା ଚାରି ଦିନିଆ ସ୍ପୋର୍ଟ୍ସ…

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍‌ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି । ସେହିପରି ଭଲିବଲ୍‌ ଏବଂ ବାସ୍କେଟବଲ୍‌ରେ ରନର ଅପ୍‌ ଟାଇଟଲ୍‌ ହାସଲ କରିଛି ସୋଆ । କ୍ରିକେଟ ଫାଇନାଲ୍‌ରେ ସୋଆ…

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଗତକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ। ପରେ ଗଣମାଧ୍ୟମ ଆଗରେ ନିଜର ମତ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭ୍ରମିତ…

ଡିଜେ ଆଜେକ୍ସ ମୃତ୍ୟୁ ମାମଲା: ଇ-ମେଲକୁ…

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟରେ ସାମ୍ନାକୁ ଆସିଲା ବଡ଼ ଖବର। ଇ-ମେଲକୁ ନେଇ ତଦନ୍ତରେ ନୂଆ ମୋଡ। ବାନ୍ଧବୀ ଜିଜ୍ଞାସାଙ୍କ ପାଖକୁ ଆଜେକ୍ସ ଲେଖିଥିବା ଶେଷ ମେଲ୍ ଦେଲା ବଡ଼ ସୁରାକ। ମେଲରେ ଉଭୟଙ୍କ ଭିତରେ ‘ରଶ୍ମୀ’ ପାଇଁ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଶେଷ ମେଲରେ…

ପୁରୀରେ ମମତା ବାନାର୍ଜୀ, ପଶ୍ଚିମବଙ୍ଗର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମମତା ବାନାର୍ଜୀଙ୍କର ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଗତକାଲି ଦିନ ୩ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ପୁରୀରେ ଯାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେଠାରେ ରାତ୍ରୀଯାପନ କରି ମମତା ବାନାର୍ଜୀ ଆଜି ପୁରୀ…

ଟଙ୍କା ଲୋଭରେ ପୁଅକୁ ବିକିଦେଲା ବାପା!

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ବାସୁଦେବପୁର ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୨ ବର୍ଷର ଶିଶୁପୁତ୍ରକୁ ବାପା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ବର ଜାମୁଝାଡ଼ିର ଜଣେ ବ୍ୟକ୍ତିଙ୍କୁ ବିକିଥିବା କହିଛନ୍ତି ଶିଶୁପୁତ୍ର ମା। ବାସୁଦେବପୁର ଥାନାରେ ଏନେଇ ଶିଶୁପୁତ୍ରଙ୍କ ମା ଅଭିଯୋଗ କରିଥିବା…

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଣି…

ଓଏଲ୍‌ ବ୍ୟୁରୋ: ଦୀର୍ଘ ଦିନର ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ। ତଦନ୍ତକୁ ନେଇ ପୁଣି ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଆନନ୍ଦଙ୍କ ପରିବାର। ନିରପେକ୍ଷ ଏଜେନ୍ସି ଦ୍ବାରା ତଦନ୍ତ କରିବାକୁ ନିବେଦନ କରିଛନ୍ତି। ତଦନ୍ତରେ ଅସନ୍ତୋଷ ପ୍ରକାଶ କରି…

୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଶାସକ-ବିରୋଧୀ ଦଳ ମଧ୍ୟରେ ଏନେଇ ଗୃହରେ ଚାଲିଛି ମୁହାଁମୁହିଁ। ତେବେ ଏହାରି ମଧ୍ୟରେ ବିଦ୍ୟାଳୟ ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ। ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉତ୍ତର ରଖିଛନ୍ତି। ସେ…

କାର୍ ଧକ୍କାରେ ଚାଲିଗଲା ୨ ଛାତ୍ରଙ୍କ…

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣପୁର ଶରଧାପାଲି ଛକରେ ନିକଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କାର୍ ଧକ୍କାରେ ୨ ଛାତ୍ରଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି। ସୋନପୁର-ବିନିକା ରାସ୍ତାରେ ସ୍କୁଲପିଲାଙ୍କୁ କାର୍ ଧକ୍କା ଦେଇଥିବା ଜଣା ପଡିଛି। ସ୍କୁଲ ଗେଟ୍‌ ନିକଟରେ କାର୍ ଧକ୍କା ଦେବା ଦ୍ୱାରା ୨…