Odisha Link
Bridging the Missing Links in Odisha
Daily Archives

April 6, 2023

କରୋନା ମହାମାରୀ ଭୟ, ସଂକ୍ରମଣ ସ୍ଥିତି…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ୫ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ଘଣ୍ଟା ମଧ୍ୟରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ…

ଓଏଲଏକ୍ସରୁ ଜିନିଷ କିଣୁଥିଲେ ସାବଧାନ,…

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାର ଯେତିକି ସଦୁପଯୋଗ କରାଯାଉଛି ତାହା ତୁଳନାରେ ଅଧିକ ଅପବ୍ୟବହାର ହେଉଥିବା ଖବର ସାମ୍ନାକୁ ଆସୁଛି। ତେବେ ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ଆଉ ଏକ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଓଏଲଏକ୍ସରେ ଦାମୀ ମୋବାଇଲ୍‌ ବିକ୍ରି…

କୁନୋ ନ୍ୟାସନାଲ ପାର୍କରୁ ଚମ୍ପଟ ମାରିଲା…

ଓଏଲ୍‌ ବ୍ୟୁରୋ: କୁନୋ ନ୍ୟାସନାଲ ପାର୍କରୁ ଆଉ ଏକ ଚିତା ଚମ୍ପଟ ମାରିଥିବା ଖବର ସାମ୍ନାକୁ ଆସିଛି। ନାମିବିଆରୁ ଆସିଥିବା ଚିତାବାଘ ଶାଶାର ମୃତ୍ୟୁ ପରେ ଚିତା ସଂଖ୍ୟା କମିଥିଲା। ହେଲେ ପରେ ୪ଟି ଶାବକ ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ କୁନୋ ପାର୍କରୁ ବାହାରକୁ ମାଈ ଚିତା ‘ଆଶା’…

ବିଜେପିର ପ୍ରତିଷ୍ଠା ଦିବସରେ ଦଳୀୟ…

ଓଏଲ୍‌ ବ୍ୟୁରୋ: ଆଜି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ କର୍ମୀଙ୍କୁ ମନ୍ତ୍ର ଦେବା ସହ ଅନ୍ୟ ରାଜନୈତିକ ଦଳକୁ ନେଇ ମୋଦି ନିଜର ବକ୍ତବ୍ୟ ରଖିଥିଲେ। ୨୦୧୪ ମସିହାରୁ କେବଳ ସରକାର ପରିବର୍ତନ ନୁହେଁ ବରଂ…

ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର…

ଓଏଲ୍‌ ବ୍ୟୁରୋ: ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ଯାତ୍ରା କରିବା ହେବ ସହଜ। ବସ ଚଳାଚଳ ମାଲକାନଗିରିରୁ ସ୍ୱାଭିମାନ ଅଞ୍ଚଳର ପଣସପୁଟକୁ ଆରମ୍ଭ ହୋଇଛି। ଏହି ବସ ସେବାର ଉଦଘାଟନ କରିଛନ୍ତି ସାଂସଦ ରମେଶ ମାଝୀ ଏବଂ ତାଙ୍କ ଉପସ୍ଥିତ ରହିଥିଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା। ବସ…

୮ କୋଟି ଟଙ୍କା ଠକେଇ ଅଭିଯୋଗ, ଫୁଲବାଣୀ…

ଓଏଲ୍‌ ବ୍ୟୁରୋ: ଠକେଇ ଏବଂ ଅର୍ଥ ହେରଫେର ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଫୁଲବାଣୀର ଜଣେ ବ୍ୟାଙ୍କ ଅଫିସର ଗିରଫ ହୋଇଥିବା ଜଣା ପଡିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ। ୮ କୋଟି ଟଙ୍କାର ଋଣ ହେରଫେର ମାମଲାରେ ଆଶୁତୋଷଙ୍କୁ…

ଅପରିବର୍ତ୍ତିତ ରହିଲା ରେପୋ ରେଟ, ବୃଦ୍ଧି…

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ସୂଚନା ପ୍ରକାଶ ପାଇଛି। ଯାହାପରେ ଗ୍ରାହକମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି। ରେପୋ ରେଟ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ। ରେପୋ ରେଟ ପରିବର୍ତନ…

ବିନା ବୀମାରେ ଗାଡ଼ି ଚଳାଉଥିଲେ ସାବଧାନ,…

ଓଏଲ୍‌ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ଗାଡ଼ି ବୀମା ନଥିବା ଗାଡ଼ି ଚାଳକ ପଡିପାରନ୍ତି ଅସୁବିଧାରେ, କାହିଁକି ନା ଆଗକୁ ରାଜ୍ୟରେ ଗାଡ଼ିର ବୀମା ଯାଞ୍ଚ ହେବ କଡ଼ାକଡ଼ି। ଆସନ୍ତା ୧୦ତାରିଖରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୧୦ତାରିଖରୁ ୮ସପ୍ତାହ ଧରି…

ନକଲି ସାର୍ଟିଫିକେଟ ମାମଲା: ରିମାଣ୍ଡରେ ୪…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏନେଇ ଅଭିଯୋଗ କ୍ରମେ ମାମଲାରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ…

ଜାପାନରେ ନିପନ୍ ଷ୍ଟିଲ୍ ପରିଦର୍ଶନ କଲେ…

ଓଏଲ୍‌ ବ୍ୟୁରୋ: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଜାପାନର ଟୋକିଓରେ ଓଡ଼ିଶା ବିଜନେସ୍ ମିଟରେ ଯୋଗଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଅଧ୍ୟକ୍ଷ…