Odisha Link
Bridging the Missing Links in Odisha
Daily Archives

September 23, 2023

ଖୋଲିଛି ହୀରାକୁଦ ଡ୍ୟାମ୍‌:…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଛି। ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଛି। ସମ୍ବଲପୁର-ସୋନପୁରକୁ ସଂଯୋଗ ରାସ୍ତାରେ ମହାନଦୀ ପାଣି ପ୍ରବାହିତ…

ଗଣେଶ ପୂଜା ଭସାଣୀରେ ପୁଲିସକୁ ଆକ୍ରମଣ…

ଓଏଲ୍‌ ବ୍ୟୁରୋ: ଗଣେଶ ପୂଜା ଭସାଣୀରେ ପୁଲିସ ଉପରକୁ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଥିଲା। ଏହି ଆକ୍ରମଣ ଘଟଣାରେ ୧୬ ଜଣ ଗିରଫ ହୋଇଥିବା ଜଣା ପଡିଛି। ଏହି ଘଟଣା ଢେଙ୍କାନାଳ ଟାଉନଥାନା କୋରିଆଁ ଅଞ୍ଚଳରେ ଘଟିଥିଲା। ପୁଲିସର ବିନା ଅନୁମତିରେ ଚାଲିଥିଲା ଭସାଣ ଯାତ୍ରା। ସୂଚନା ଅନୁସାରେ, ବିଳମ୍ବିତ…

ରାଉରକେଲା ସହକାରୀ ଜିଲ୍ଲାପାଳ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସନ୍ଦେହ ବଢୁଥିବାବେଳେ ସାମ୍ନାକୁ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ରାଉରକେଲା ସହକାରୀ ଜିଲ୍ଲାପାଳ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ସୁସ୍ମିତା ରହୁଥିବା ହୋଟେଲରୁ ଦୁଇଟି ସିସିଟିଭି ପୁଲିସ ଜବତ…

ଚାକିରି ଦେବା ନାଁରେ ୩୫ ଲକ୍ଷ ଠକେଇ…

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। କେତେବେଳେ ଚାକିରୀ ଦେବା ବାହାନାରେ ତ କେବେ ଆଡ଼ମିସନ କରିବା ଉପାୟ କହି ଠକେଇ କରୁଛନ୍ତି। ତେବେ ବର୍ତ୍ତମାନ ଚାକିରି ଦେବାକୁ…

ନାଲିରୁ ଧଳା, ସବୁଠି ଭାରତ ୧ ନମ୍ବର

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟର ବାଦଶାହ ଭାରତ। ନାଲିରୁ ଆରମ୍ଭ କରି ଧଳା ବଲ୍‌ର ରାଜା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ମୋହାଲି ଦିନିକିଆକୁ ଜିତି ବିଶ୍ବ କ୍ରିକେଟରେ ଭାରତୀୟ କ୍ରିକେଟ ଦଳ ନୂଆ ଇତିହାସ ରଚିଛି। କଙ୍ଗାରୁ ବାହିନୀକୁ ୫ ଓ୍ବିକେଟରେ ହରାଇ ଭାରତ ଆଇସିସି ଦିନିକିଆ ରାଙ୍କିଙ୍ଗର ନମ୍ବର…

ସୁଗମ ହେବ ପରିବହନ ବ୍ୟବସ୍ଥା: ରାଜଧାନୀକୁ…

ଓଏଲ୍‌ ବ୍ୟୁରୋ: ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ରାଜଧାନୀକୁ ପଞ୍ଚାୟତ ସହ ଯାେଡ଼ିବ ‘ଲକ୍ଷ୍ମୀ’ ବସ୍। ଏଥିପାଇଁ ସରକାର ୧୦୦୦ ବସ୍ ନିୟୋଜିତ କରିବେ। 'ଲକ୍ଷ୍ମୀ' ଯୋଜନାରେ ପଞ୍ଚାୟତରୁ ରାଜଧାନୀକୁ ବସ୍ ସେବା ହେବ ସୁନିଶ୍ଚିତ କରାଯିବ। ଲୋକଙ୍କ ଦୈନନ୍ଦିନ ଗମନାଗମନ…

ମହିଳା ସଂରକ୍ଷଣ ବିଲ୍: ୨୦୨୬ ପରେ…

ଓଏଲ୍‌ ବ୍ୟୁରୋ: ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହି ସମୟ ସାରା ଦେଶରେ ଐତିହାସିକ ମୁହୂର୍ତ୍ତ ପାଲଟିଛି। ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି।ବିଲ୍ ପାରିତ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ…

ବାରିପଦା ମେଡିକାଲ କଲେଜ ଡାକ୍ତରଙ୍କ…

ଓଏଲ୍‌ ବ୍ୟୁରୋ: ବାରିପଦା ମେଡିକାଲ କଲେଜ ଡାକ୍ତର ସଚିନ ସାହୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ମେଡିକାଲ କଲେଜ ହଷ୍ଟେଲରୁ ସଚିନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଡାକ୍ତର ସଚିନ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ବାପା ଅଭିଯୋଗ ଆଣିଥିବା ଜଣା ପଡିଛି। ସଦର ଥାନାରେ ଏନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ…

ପୁଣି ପ୍ରବଳ ବର୍ଷାର ଆଶଙ୍କା, ଆସନ୍ତା…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ଲଘୁଚାପ ପ୍ରଭାବରେ ହେଉଥିବା ବର୍ଷାର ପରିମାଣ କମିବାର ଆଶଙ୍କା କରାଯାଉଥିବାବେଳେ ଆସନ୍ତା ୨୯ରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି। ଏହା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପ ରୂପ ନେଇପାରେ ବୋଲି ଆଶଙ୍କା…

ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଛି। ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଛି। ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୧୫ ଫୁଟରେ ପହଂଚିଛି। ହୀରାକୁଦକୁ…