Odisha Link
Bridging the Missing Links in Odisha

ପେଟ୍ରୋଲ ଏବଂ ଡିଜେଲ ପରେ ବୃଦ୍ଧି ହେଲା…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ସହ ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି ।ଦେଢ଼ ମାସ ମଧ୍ୟରେ ପିଆଜ ଦର ଦ୍ୱିଗୁଣିତ ହୋଇଛି। କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା ମହଙ୍ଗା ହୋଇଛି ପିଆଜ। ବଜାରରେ ପିଆଜ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାର ଖୁଚୁରା ମୂଲ୍ୟ ୬୫ ରୁ ୭୫…

୬ମାଓ କ୍ୟାମ୍ପ ଠାବ କଲେ ଡିଆର୍ ଜି ଯବାନ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ଡି ଆର୍ ଜି ଯବାନ ଆହତ ହୋଇଛନ୍ତି। ଏହି ଅପରେସନ ଅବୁଝାମଡ କ୍ଷେତ୍ର ଅନ୍ତର୍ଗତ ଟେକମେଟା ଅଞ୍ଚଳରେ ହୋଇଛି। ମାଓବାଦୀଙ୍କ ୬ଟି କ୍ୟାମ୍ପ ଠାବ କରିବା ସହ ସମ୍ପୂର୍ଣ୍ଣ ଧ୍ବଂସ କରିବା ସହ ବିପୁଳ…

ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ…

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରୁ ଏକ ବିସ୍ଫୋରକ ଭର୍ତ୍ତି ଏସୟୁଭି କାରକୁ ଜବତ। ସୁରକ୍ଷାକର୍ମୀ କାରକୁ ଜବତ କରିବା ସହ ପୁଲିସକୁ ଖବର ଦେଇଥିଲେ। କାର ଭିତରରୁ ୨୦ଟି ଜିଲୋଟିନ୍ ଷ୍ଟିକ୍ ମିଳିଛି। ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚିବା ସହ, ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି…

ସୋସିଆଲ ମିଡ଼ିଆ ପାଇଁ ଆସିଲା ଗାଇଡ଼ ଲାଇନ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ପାଇଁ ଆସିଲା ଗାଇଡ଼ ଲାଇନ। ସୋସିଆଲ ମିଡିଆ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ମାଗଦର୍ଶିକା ଜାରି ହୋଇଛି। ମନ୍ତ୍ରୀ ରବିଶଙ୍କର କହିଛନ୍ତି ଯେ, ‘ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ। ସୋସିଆଲ ମିଡିଆ…

ସ୍ୱାସ୍ଥ୍ୟସେବାରେ ନିବେଶ କରୁଥିବା…

ନୂଆଦିଲ୍ଲୀ: ପୁଡୁଚେରୀର ‘ଜବାହରଲାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ୍‍ଗ୍ରାଜୁଏଟ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ’ ରେ (ଜିପ୍‌ମେର୍‌) ବହୁସଂଖ୍ୟକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷମାନଙ୍କରେ ମୁଖ୍ୟ ଭୂମିକା ନିର୍ବାହ…

ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ହୋଇଛି…

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ଡିଏମଏଫ ଅର୍ଥ ଖର୍ଚ୍ଚ। ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁୁଗୁଡ଼ା। ଡିଏମଏଫ ଅର୍ଥ ଖର୍ଚ୍ଚ ନେଇ ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ ବେହେରା କହିଛନ୍ତି ,…

ଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ…

ନୂଆପଡା: ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଏହି ଘଟଣାଟି ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର…

ଟିକା ପାଇଁ କୋୱିନ ପୋର୍ଟାଲରେ କରିବାକୁ…

ଭୁବନେଶ୍ୱର: କରୋନା ଟିକା ପାଇଁ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। ଡାଟାବେସରେ ପଞ୍ଜିକୃତ ନାଗରିକଙ୍କ ସଂଖ୍ୟା ଦେଖି ସେଣ୍ଟର ହେବ। ସରକାରୀ ମେଡିକାଲରେ ମାଗଣାରେ କୋଭିଡ ଟିକା ମିଳିବ। ବେସରକାରୀ ମେଡିକାଲରେ କେତେ ଟଙ୍କା ହେବ ସେ ନେଇ କେନ୍ଦ୍ର ଜଣାଇବ ବୋଲି ବୋଲି ଏମଇଟି ସିବିକେ ମହାନ୍ତି…

ରାଜ୍ୟରେ କରୋନା: ୮୯ କରୋନା ସଂକ୍ରମିତ…

ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୫୩ ଜଣ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୩୬ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୯୨୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ଓଡ଼ିଶାକୁ ଫେରୁଥିବା ୨ ଜଣ ବ୍ୟକ୍ତି…

ଭୁବନେଶ୍ୱର: ଓଡ଼ିଶାକୁ ଫେରୁଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ କରୋନା ପଜିଟିଭ ଦେଖାଯାଇଛି। ଏହା ବିଏମ୍‌ସିର ଅତିରିକ୍ତ କମିଶନର୍ ଶୁଭେନ୍ଦୁ ସାହୁ ଏହି ସୂଚନା ଦେଇଛନ୍ତି। ୨ ଜଣଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଛନ୍ତି ଓ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ଅନ୍ୟ ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି…