Odisha Link
Bridging the Missing Links in Odisha
Daily Archives

December 16, 2019

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଶୀର୍ଷରେ…

ନୂଆଦିଲ୍ଲୀ: ଆଜି ଆଇସିସି ପକ୍ଷରୁ ଜାରି ହୋଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ଆହକ କାରଣରୁ କ୍ରିକେଟରୁ ଦୂରେଇ ରହିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍ରାଙ୍କୁ ରାଙ୍କିଙ୍ଗରେ…

ଡାକ୍ତର ମାନସଙ୍କୁ ଗୁଳିମାଡ଼ ଘଟଣା: ୨୪…

ଖୋର୍ଦ୍ଧା: ଚର୍ଚ୍ଚାରେ ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ଘଟଣା। ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଗୁଳିମାଡ଼ ଘଟଣାର ଟେର ପାଇପାରିନି ଖୋର୍ଦ୍ଧା ପୋଲିସ୍। ଅନ୍ୟପଟେ ଅପରାଧୀଙ୍କୁ ଧରିବା ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ୨ଟି ଟିମ୍ ଡାକ୍ତରଙ୍କ ସହ ପୂର୍ବ ଶତ୍ରୁତା ଏବଂ ବିବାଦକୁ ନେଇ…

ରାଜସ୍ଥାନୀ ନୃତ୍ୟରେ ଝୁମିଲେ ଦର୍ଶକ

ଭୁବନେଶ୍ୱର ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ବିଷ୍ଣୁ ପଦ ସେଠୀ ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ ସନ୍ଧ୍ୟାର ଶୁଭ ଉଦ୍‌ଘାଟନ କରିଥିଲେ । ସନ୍ଧ୍ୟାରେ ମଞ୍ଚରେ…

ମୋଦି ସରକାରରେ ଅର୍ଥନୀତିରେ ଅଣାଯାଇଥିବା…

ନୂଆଦିଲ୍ଲୀ: ମୋଦି ସରକାରରେ ଭାରତୀୟ ଅର୍ଥନୀତିରେ ଅଣାଯାଇଥିବା ନୂତନ ସଂସ୍କାର ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଭାରତୀୟ ଶିଳ୍ପ ମହାସଂଘର ଷ୍ଟିଲିଂ ଇଣ୍ଡିଆ ସମ୍ମିଳନୀ ୨୦୧୯ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ…

ବାଲେଶ୍ୱର: ଆଜି ବାଲେଶ୍ବର ଜିଲ୍ଲାର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତବର୍ଷ ଜୁନ ୬ ତାରିଖରେ ସୋର ଥାନା ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ। ସେତେବେଳେ ଘଟିଥିବା ଏଭଳି ଘଟଣା…

କ୍ୟପିଟାଲ୍‌ ହସ୍‌ ପିଟାଲ୍‌ରେ ଖୁବ୍‌…

ଭୁବନେଶ୍ୱର : କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ର ହୃଦ୍‌ ବିଭାଗରେ ବିଶିଷ୍ଟ ହୃଦ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ଦାସ ନିର୍ଦ୍ଦେଶକ ଭାବରେ ଆଜି ଯୋଗଦାନ କରିଛନ୍ତି । ଫଳରେ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ରେ ହୃଦରୋଗଜନିତ ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇ ପାରିବ । ଏଠାରେ ପ୍ରଥମ ଥର ପାଇଁ…

କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ?

ଭୁବନେଶ୍ୱର: ଆଜି ସରିଲା ରାଜ୍ୟ ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା। ଅନ୍ୟପଟେ କିଏ ଧରିବ ରାଜ୍ୟ ବିଜେପି ମଙ୍ଗୁଆଳ ସେ ନେଇ ଚାଲିଛି ଅଙ୍କକଷା। ଲାଗି ରହିଥିବା ଚର୍ଚ୍ଚା ଅନୁସାରେ ଇଂରାଜୀ ନବବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ହେଲେ ଏଥର ରାଜ୍ୟ ବିଜେପି ସଭାପତି ଉପକୂଳ ନା…

୧୭ ଡ଼ିସେମ୍ବରରୁ ଆରମ୍ଭ ହେବ ବ୍ୟାଡ଼ମିଣ୍ଟନ…

ଭୁବନେଶ୍ୱର : ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ (୧୫ ଏବଂ ୧୭ ବର୍ଷରୁ କମ୍) ବାଳିକା ଓ ବାଳକ ବିଭାଗ ପାଇଁ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ୨୦୧୯ର ୧୦ଟି ବର୍ଗରେ ପ୍ରାୟ ୫୪୦ ଉଦୀୟମାନ ସଟଲରଙ୍କ ସମେତ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୬୦ ଜଣ ବାଳିକା ପ୍ରତିଦ୍ୱନ୍ଦିତା କରିବାର…

୯ଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ

ରାୟଗଡ଼ା: ୨ବର୍ଷ ତଳର ଏକ ହତ୍ୟାକାଣ୍ଡର ରାୟ ଶୁଣାଇଛନ୍ତି ରାୟଗଡ଼ା ଜିଲ୍ଲା ଦୌରା ଜଜ। କୋର୍ଟ ତାଙ୍କ ରାୟରେ ୯ଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି। ରାୟଗଡ଼ା ଟିକିରି ଥାନା ଅନ୍ତର୍ଗତ ପୋଡକଣା ଗ୍ରାମର ଛେଳିଆ ମାଝୀ ହତ୍ୟାକାଣ୍ଡର ବିଚାର କରି ଜିଲ୍ଲା ଦୌରା ଜର୍ଜ ସୋମଶେଖର ଜେନା ଏହି ସଜା…

ନିଷିଦ୍ଧାଞ୍ଚଳରେ ଫଟୋ ଉଠା ପ୍ରସଙ୍ଗ:…

ଭୁବନେଶ୍ବର: ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳ ଫଟୋ ଭାଇରାଲ ଘଟଣା। ଏଲିନାଙ୍କ ପରେ ଭୁଲ୍‌ ମାଗିଲେ ପ୍ରକୃତି ମିଶ୍ର। ଭୁଲ୍‌ ହୋଇଯାଇଥିବା କହି କ୍ଷମା ମାଗିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ କହିଛନ୍ତି ଯେ, ଅନୁମତି ନେଇ ଯାଇଥିଲୁ ହେଲେ ଜାଣିନଥିଲି ସେଠାରେ ଫଟୋ ଓ ଭିଡିଓ କରିବା ମନା ବୋଲି। ଖୁସିରେ…