Odisha Link
Bridging the Missing Links in Odisha
Daily Archives

December 16, 2019

ଜାତିବାଦ ଉନ୍ମାଦନ ମାଓବାଦ ଓ ଦେଶବିରୋଧୀ…

ଭୁବନେଶ୍ୱର : ନାଗରିକ ସଂଶୋଧନ ନିୟମ ୨୦୧୯ କୁ ବିରୋଧ କରିବା ଆଡରେ ଧାର୍ମିକ ଉନ୍ମାଦନା, ବାମପନ୍ଥୀ ମାଓବାଦୀ ଓ ଦେଶ ବିରୋଧି ଶକ୍ତି ଦ୍ୱାରା ଛାତ୍ର ମାନଙ୍କୁ ପଥଭ୍ରଷ୍ଟ କରି ଦେଶ ସାରା କ୍ୟାମ୍ପସରେ ଅରାଜକତା ଏବଂ ହିଂସାତ୍ମକ ଆନ୍ଦୋଳନ ଛିଡା କରାଇବାର ପ୍ରୟାସକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ…

କଂଗ୍ରେସ ହିଂସା ପାଇଁ ଛାତ୍ରଙ୍କୁ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ନେଇ ଦେଶର କିଛି କିଛି ସ୍ଥାନରେ ଲାଗି ରହିଛି ବିରୋଧ। ସିଏଏକୁ ନେଇ ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟ ଏବଂ ଲକ୍ଷ୍ନୌର ନଦୱାତୁଲ ଉଲେମା ଇନଷ୍ଟିଚ୍ୟୁଟରେ ହିଂସାକାଣ୍ଡ ଘଟିଛି। ଏଥିପାଇଁ ବିରୋଧୀଙ୍କୁ ଦାୟୀ କରିଛି ବିଜେପି। ଏହି ହିଂସା ପାଇଁ କଂଗ୍ରେସକୁ ଅଧିକ…

କଳାଭୂମି ଠାରେ ଘରସଜ୍ଜା ଜିନିଷ ପ୍ରସ୍ତୁତ

ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ପରିସରରେ ପ୍ରଥମଥର ପାଇଁ ରବିବାର ଦିନ ୧୧ଟାରୁ ୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବଡ଼ଦିନ ଉପଲକ୍ଷେ ଘରସଜ୍ଜା ଜିନିଷ ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଜିନିଷ ପ୍ରସ୍ତୁତି କର୍ମଶାଳାରେ ୨୦ ଜଣ ପର୍ଯ୍ୟଟକ ଅଂଶଗ୍ରହଣ କରିଥିଲେ । ସେମାନେ…

ବେଆଇନ୍‌ ଭାବେ ରହୁଥିବା ବାଂଲାଦେଶୀ…

ନୂଆଦିଲ୍ଲୀ: ବେଆଇନ୍‌ ଭାବେ ଭାରତରେ ରହୁଥିବା ବାଂଲାଦେଶୀ ନାଗରିକମାନଙ୍କୁ ନିଜ ଦେଶକୁ ଫେରାଇନେବାକୁ ଚାହୁଁଛି ବାଂଲାଦେଶ ସରକାର। ଏନେଇ ସୋମବାର ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ କେ ଅବ୍‌ଦୁଲ ମୋମେନ କହିଛନ୍ତି। ଏଥିପାଇଁ ମୋମେନ୍‌ ବାଂଲାଦେଶୀ ନାଗରିକମାନଙ୍କ ଏକ ତାଲିକା ଭାରତକୁ ମାଗିଛନ୍ତି। ସୋମବାର…

ସରକାରୀ ହିସାବ କମିଟିଙ୍କର ଷଷ୍ଠ ବୈଠକ

ଭୁବନେଶ୍ୱର : ବିଧାନସଭାର ବିଭାଗୀୟ ସରକାରୀ ହିସାବ କମିଟିଙ୍କର ଷଷ୍ଠ ବୈଠକ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ସଂପର୍କରେ ଭାରତର ମହାଲେଖ…

ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇଡ୍‌କୋ…

ଭୁବନେଶ୍ୱର : ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ପୂର୍ବାହ୍ନରେ ଇଡ୍‌କୋଠାରେ ଉଦ୍ୟୋଗ ସଂଶୋଧନ ଯୋଜନା(ଏଣ୍ଟର ପ୍ରାଇଜ୍‌ ରିସୋର୍ସ ପ୍ଲାନିଂ)ର ସମୀକ୍ଷା କରିଥିଲେ । ରାଜ୍ୟରେ ଶିଳ୍ପ ଉନ୍ନୟନ ସଂସ୍ଥା(ଇଡ୍‌କୋ) ଦ୍ୱାରା ଆରମ୍ଭ…

ବିବାହ ପୂର୍ବରୁ ଯୁବତୀଙ୍କୁ ଦୁଷ୍କର୍ମ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଂଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି। ସୂଚନା ମୁତାବକ, ସ୍ଥାନୀୟ ଗ୍ରାମର ଜଣେ ବିବାହିତ ଯୁବକ ଯୁବତୀଙ୍କ ସହ କିଛି କଥା ହେବା ବାହାନାରେ ଏକ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କ ହାତ ଗୋଡ…

ସିଏଏକୁ ନେଇ ଶାହଙ୍କୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଲାଗି ରହିଛି ବିରୋଧ। ଏହି ସମୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ସିଏଏକୁ ନେଇ ଅମିତ ଶାହଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଦେଶରେ ସମସ୍ତଙ୍କୁ ସୁରକ୍ଷା ଦେବା ଓ ଶାନ୍ତି ସ୍ଥାପନ କରିବା ଦାୟିତ୍ୱ ସରକାରଙ୍କର। କିନ୍ତୁ ବିଜେପି…

ମୋ ଝିଅ ଗ୍ରୋନ୍‌ ଅପ୍‌ ଗାର୍ଲ : ମନ୍ତ୍ରୀ

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ ନିଷିଦ୍ଧାଞ୍ଚର ଭିଡିଓ ଭାଇରାଲ୍‌ ଘଟଣାରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ। ଭିଡିଓରେ ୩ ଅଭିନେତ୍ରୀଙ୍କ ସହ ନବ ସାଦଙ୍କ ଝିଅ ଥିବା ଚର୍ଚ୍ଚା ହେଉଥିବା ବେଳେ ମନ୍ତ୍ରୀ ନବ କହିଛନ୍ତି ଯେ, ମୁଁ ଭିଡିଓ ଦେଖି ନାହିଁ କି ଏ ବାବଦରେ କିଛି ଜାଣି ନାହିଁ। ଯିଏ ଭିଡିଓରେ ଥିଲା ତାଙ୍କୁ…

ଜାମିଆ ବିବାଦ: ଇଣ୍ଡିଆ ଗେଟ୍‌ ନିକଟରେ…

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଓ ଆଲିଗଡ଼ ଛାତ୍ରଛାତ୍ରୀ ଓ ପୋଲିସ୍‌ ମଧ୍ୟରେ ହୋଇଥିବା ବିବାଦ ଥମିବାର ନା ଧରୁନି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଛାତ୍ରଛାତ୍ରଙ୍କ ଉପରେ ମାଡ଼ପିଟ ଘଟଣାକୁ ପ୍ରତିବାଦ କରି ଇଣ୍ଡିଆ ଗେଟ୍‌ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସନ୍ଧ୍ୟା ୬ଟା…