Odisha Link
Bridging the Missing Links in Odisha
Daily Archives

December 26, 2020

କଟକଣାରେ ରାଜଧାନୀର

ଭୁବନେଶ୍ୱର: କଡ଼ା ସୁରକ୍ଷା ବ୍ୟବସ୍ଥାରେ ରାଜଧାନୀ। ଜିରୋ ନାଇଟକୁ ଦୃଷ୍ଟିରେ ରଖି ରାଜଧାନୀରେ ନିୟୋଜିତ ହେବେ କମିଶନରେଟ ପୋଲିସର ୧୨ଟି ସ୍ପେଶାଲ ଟିମ୍। ହୋଟେଲ କିମ୍ବା ରେଷ୍ଟୁରାଣ୍ଡରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ। ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ। ଜିରୋ…

କାଲିଠୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ରାତି ପାଇଲେ ଖୋଲିବ ଶ୍ରୀଲିଙ୍ଗରା ମନ୍ଦିର। ୯ ମାସର ଅପେକ୍ଷା ପରେ ନେତ୍ର ଦେଖିବ ଶ୍ରୀଲିଙ୍ଗରାଜକୁ। କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଅଧିପତି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। କାଲିଠାରୁ ଜାନୁଆରୀ ୩୧ ତାରିଖ ଯାଏ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ…

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ୨…

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନର ଆଉ ୪ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି । ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା…

କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ…

କଟକ: ଆଜି ଦ୍ୱିତୀୟ ଦିନରେ ଡି-ବ୍ରଦର୍ସଙ୍କ ଘରେ ରେଡ୍ କରାଯାଇଛି। ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍। ଗତକାଲି ସିକ୍ରେଟ ଚାମ୍ବରୁ ମିଳିଥିଲା ଟଙ୍କା , ବନ୍ଧୁକ ଓ ଗୁଳି। ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୁଲିସ୍। କିଛି ଦିନ ତଳେ…

ଘରେ ନିଆଁ ଲାଗି, ୪ ଜୀବନ୍ତ ଦଗ୍ଧ

ଉତ୍ତର ପ୍ରଦେଶ:  ଆଜି ସକାଳେ ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁ ଲାଗି ଜଣେ ମହିଳା ଏବଂ ତାଙ୍କର ୩ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ହେଲେ ମୁରବୀ କଲ୍ଲୁଙ୍କ ପତ୍ନୀ ସଙ୍ଗୀତା ,୨ ଝିଅ ଓ ଗୋଟିଏ ପୁଅ । ନିଆଁ ଲାଗିବାର କରାଣ ଜଣାପଡ଼ିନାହିଁ। ତେବେ ଘର ଠାରୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ…

ଚାନ୍ଦବାଲି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଘଟିଛି। ଦୁର୍ଘଟଣାରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ସୂଚନା ଅନୁସାରେ, ଏକ ହାଇଓ୍ୱା ଟ୍ରକ ମୋଟର ସାଇକେଲ୍‌କୁ ଜୋରଧାର ଧକ୍କା…

ଟ୍ରେନ୍‌ ଚାପାରେ ବୃଦ୍ଧ ମୃତ

ବ୍ରଜରାଜନଗର: ଗତରାତିରେ ଟ୍ରେନ ଚାପାରେ ଜଣ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଝାରସୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗୌରମାଲ ପଞ୍ଚାୟତର ଜାମପଡ଼ା ନିକଟ ଝାରସୁଗୁଡ଼ା-ସବଡ଼େଗା ଟ୍ରେନ୍‌ ଲାଇନ୍‌ରେ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ସୁନ୍ଦର ଖଡ଼ିଆ। ତାଙ୍କ ବୟସ ୮୯ ବର୍ଷ। ସେ ଜୁନାଡ଼ିହରେ ଜଣେ…

ଜାମ୍ମୁ: ୨ ଆତଙ୍କବାଦୀ ନିହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲା ଅନ୍ତର୍ଗତ ଇମାମ ସାହିର କନିଗାମ୍‌ ଗାଁରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ଶନିବାର ମଧ୍ୟାହ୍ନ ସୁଦ୍ଧା ଜାରି ରହିଥିବା ଖବର…

ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ପିସି…

ଧର୍ମଗଡ: କୋକସରା ବ୍ଲକ୍ ଅଧ୍ୟକ୍ଷା ସବ୍ୟାରାଣୀ ବାଗଙ୍କ ବିରୋଧରେ ଅଭିଯୋଗ ଆଣିଲେ ସମିତି ସଭ୍ୟା ମାଧୁରୀ ନିଆଲ। ସେ କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତିର ସ୍କ୍ରିନିଂ କମିଟି ଗଠନ ପାଇଁ ଏକ ଜରୁରୀକାଳୀନ ବୈଠକ ଚାଲିଥିବା ବେଳେ ଅଭିଯୋଗ ଆଣି ଥିଲେ । ସୂଚନାଅନୁସାରେ,ବ୍ଲକ୍ ଅଧ୍ୟକ୍ଷା ୧୦ରୁ…

ମା’ ଆଗେଇଲେ ଦେଶ ଆଗେଇବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ବେଳେ ଜାତୀୟ ଦଳ ବଡ ବଡ କଥା କୁହନ୍ତି ମାତ୍ର ବିଜେଡି ତାହାକୁ କାମରେ କରିଦେଖାଏ । ନବୀନ କହିଛନ୍ତି ଯେ, 'ରାଜ୍ୟର ୮୦ ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ସଶକ୍ତ ସଂଗଠନ ସଶକ୍ତ…