Odisha Link
Bridging the Missing Links in Odisha
Daily Archives

March 3, 2021

ତାମିଲନାଡ଼ୁ: ବିଧାନସଭା ନିର୍ବାଚନ…

ଚେନ୍ନାଇ: ଆଗକୁ ତାମିଲନାଡ଼ୁ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ତାମିଲନାଡ଼ୁ ରାଜନୀତିରେ ବଡ଼ ଧରଣର ଓଲଟପାଲଟ ହୋଇଛି। ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ରହିଥିବା ତଥା ଆୟ ବର୍ହିଭୂତ ସଂପତ୍ତି ଠୂଳ ମାମଲାରେ ଜେଲରୁ ନିକଟରେ ମୁକୁଳିଥିବା ଶଶିକଳା…

୫ରୁ କିଟ୍‍ ବିଜୁ ପଟ୍ଟନାୟକ ଇନଡୋର…

ଭୁବନେଶ୍ୱର: ମାର୍ଚ୍ଚ ୫ରୁ କିଟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପ ୨୦୨୦-୨୧ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ଭଲିବଲ ସଂଘ (ଭିଏଫ୍‍ଆଇ) ତତ୍ତ୍ୱାବଧାନରେ ମାର୍ଚ୍ଚ ୫ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନସିପ ଅନୁଷ୍ଠିତ ହେବ।…

ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର: TI ପରେଡ୍‌ରେ ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା। ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି। ତେବେ ଅଞ୍ଜନା ଗଣମାଧ୍ୟମ ପ୍ରତିଧିନିଙ୍କୁ କହିଥିଲେ- ଯାହା ହୋଇଛି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହୋଇଛି। କୋର୍ଟରେ ଜଣାପଡ଼ିବ। TI ପରେଡ୍‌ରେ ୧୨ ଜଣ ଛିଡ଼ା ହୋଇଥିଲେ…

ସମୟର ଆହ୍ୱାନ ସତ୍ୱେ ଶିକ୍ଷକ-ଛାତ୍ରଙ୍କ…

ଭୁବନେଶ୍ୱର: ସୁଯୋଗକୁ ବ୍ୟବହାର କରି ସବୁ ପରିସ୍ଥିତିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍। କାରଣ ଅଭିଜ୍ଞତା ମନୁଷ୍ୟର ସବୁଠାରୁ ଶ୍ରେଷ୍ଠ ଶିକ୍ଷକ ବୋଲି କହିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର…

ପତ୍ନୀକୁ ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ…

ନୂଆଦିଲ୍ଲୀ: ପତ୍ନୀକୁ ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ କରାଯାଇ ପାରିବନାହିଁ ଏହା ସୁପ୍ରିମ୍‌କୋର୍ଟ ମତ ରଖିଛନ୍ତି। ପ୍ରକାଶ ଯେ, ଉତ୍ତରପ୍ରଦେଶ ଗୋରଖପୁରର ହେମନ୍ତ ଗୁପ୍ତା ୨୦୧୩ରେ ତାଙ୍କ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ବାହାର କରିଦେଇଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣକ…

ବିପୁଳ ଚୋରା ମଦ ଜବତ, ଜଣେ ମହିଳାଙ୍କ…

ରାଇରଙ୍ଗପୁର: ବହଳଦା ଥାନାଠାରୁ ଅଳ୍ପ ଦୂରରେ ଥିବା ଏକ ଢ଼ାବାରେ ଦୀର୍ଘ ଦିନରୁ ବେଆଇନ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା । ବୁଧବାର ଅବକାରୀ ବିଭାଗ ଚନ୍ଦନ ଢ଼ାବାରେ ଚଢ଼ାଉ କରି ୩୧ ଲିଟର ବିଅର, ପ୍ରାୟ ୫ ଲିଟର ବିଦେଶୀ ମଦ ସହିତ ମାଲିକ ଚନ୍ଦନ ସାହୁଙ୍କୁ ଗିରଫ କରିଛି। ସେହିପରି ଆଉ ଏକ…

ଦ୍ବାରଶୁଣୀ ଘାଟିରୁ ଅଚିହ୍ନା ମହିଳାଙ୍କ…

କଳାବାଡିଆ : ଆଜି ଜାତୀୟ ରାଜପଥ ୪୯ ଦ୍ବାରଶୁଣୀ ଘାଟି ମା’ଙ୍କ ପୀଠରୁ ମାତ୍ର ୫୦ ମିଟର ଦୂରରେ ଥିବା ସୁରକ୍ଷା ପାଚେରୀ ବାଡ ତଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ପ୍ରଥମେ ଜଣେ ପାଗଳ ଦେଖି ମା’ଙ୍କ ପୀଠରେ ଥିବା ଦୋକାନୀ ବନ୍ଧୁମାନଙ୍କୁ କହିଥିଲେ। ଏ ଘଟଣା ପ୍ରଚାରିତ ହେବା ପରେ…

ଗ୍ରାହକ ଗ୍ୟାସ ପାଇଁ ୩ଟି ଡିଲରଙ୍କ ପାଖରେ…

ନୂଆଦିଲ୍ଲୀ: ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜ୍ବଳା ଯୋଜନାରେ କେନ୍ଦ୍ର ସରକାର ଅଧିକରୁ ଅଧିକ ଗ୍ୟାସ ସଂଯୋଗ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ତୈଳ ସଚିବ କହିଛନ୍ତି, ଆସନ୍ତା ୨ବର୍ଷ ମଧ୍ୟରେ ଆଉ ୧ କୋଟି ମାଗଣା ଗ୍ୟାସ ସଂଯୋଗ ଦେବା ପାଇଁ ପ୍ରୟାସ କରାଯାଉଛି। ଏଣିକି ଗ୍ରାହକ…

ଆୟକର ଜାଲରେ ଅଭିନେତ୍ରୀ ତାପସୀ ଓ…

ମୁମ୍ବାଇ: ଆୟକର ଜାଲରେ ପଡ଼ିଲେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ବିକାଶ ବେହଲ। ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ବଲିଉଡ ଷ୍ଟାରଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ। ପୁଣି ବଢ଼ିଲା ବଲିଉଡରେ…

ପିପିଲି ଉପନିର୍ବାଚନ ପାଇଁ ଇଭିଏମ ଓ…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଅବଶ୍ୟକ ଇଭିଏମ ଓ ଭିଭିପ୍ୟାଟ ଆସିସାରିଛି। ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ପ୍ରସ୍ତୁତି ସରିଛି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ କେବଳ ଅପେକ୍ଷା କରିଛୁ। ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। କୋଭିଡ୍ ପାଇଁ ପ୍ରତି ବୁଥରେ…