Odisha Link
Bridging the Missing Links in Odisha
Daily Archives

March 15, 2021

ଭାରତର ପ୍ରଥମ ଦନ୍ତ ଚିକିତ୍ସା ଅନୁଷ୍ଠାନ…

ଭୁବନେଶ୍ୱର : ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ । ୧୯୯୩ ମସିହାରେ…

ଧୂଳି ଝଡ଼ରେ ୩୪୧ଜଣ ଲୋକ ନିଖୋଜ

ନୂଆଦିଲ୍ଲୀ: ଧୂଳି ଝଡ଼ରେ ୩୪୧ଜଣ ଲୋକ ନିଖୋଜ। ଏହି ଘଟଣାଟି ଚୀନର ବେଜିଙ୍ଗରେ ଘଟିଛି। ଲୋକମାନେ ଯାତାୟତ କଲା ସମୟରେ ହେଡଲାଇଟ ଲାଗାଇ ଯାତାୟତ କରୁଛନ୍ତି। ଧୂଳି ଝଡ଼ ପାଇଁ ୪୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ଏହି ଧୂଳି ଝଡ଼ ପରେ ବାୟୁ ସ୍ତର ୫୦୦ଅତିକ୍ରମ କରିଛି। ୧୦ବର୍ଷ ପରେ ପୁଣି ଥରେ ଚୀନବାସୀ…

ଲୁଟେରାଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: ରୋଡ ରୋମିଓ, ଲୁଟେରାଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର। ଏହା ପୁଲିସ ପକ୍ଷରୁ ଜାରି କରାଯାଇଛି। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି-୭୦୭୭୭୯୮୧୧୧ । କୌଣସି ସ୍ଥାନରେ ଅପରାଧ ଘଟିଲେ ଲୋକମାନେ ଏହି ହ୍ୱାଟ୍ସଆପ ନମ୍ବରରେ ଅଭିଯୋଗ କରିପାରିବେ । ପ୍ରକାଶ ଯେ, ଏହା ପୂର୍ବରୁ ସାଇବର ଅପରାଧ ରୋକିବାକୁ…

ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ…

ହରିଆଣା: ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ ବୋଲି ଘୋଷଣା କରିଛନ୍ତି ହରିୟାଣା ସରକାର। ବଜେଟ୍‌ ଉପସ୍ଥାପନା କରି ହରିୟାଣା ସରକାର ଶିକ୍ଷା ବ୍ୟବସ୍ଥାରେ ‘କେଜି ଟୁ ପିଜି’ କାର୍ଯ୍ୟକ୍ରମ ନାମକ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହା…

ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଲେ…

ଲକ୍ଷ୍ନୌ: କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ଆନ୍ଦୋଳନରତ ଚାଷୀଙ୍କ ଦାବିକୁ ଶୁଣିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶର…

ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା…

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିନ୍ଦା କରିଛି ବିଜେଡି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବାସ ପାଣିଗ୍ରାହୀଙ୍କୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଅତନୁ ସବ୍ୟସାଚୀ ଓ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ…

ବିଧାନସଭା: ଅପରାହ୍ନ ୪ଟା ଯାଏଁ ଗୃହ…

ଭୁବନେଶ୍ୱର: ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଚାଷୀଙ୍କ ଧାନ ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ପୁଣି ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି । ଫଳରେ ଗୃହରେ ପୁଣି ଅଚଳାବସ୍ଥା ଜାରି ହୋଇଛି। ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା…

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୫ ଜୀବନ୍ତ…

ପାଟନା: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଶିଶୁ ସମେତ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର କିଶନଗଞ୍ଜ ଜିଲ୍ଲା ସଲାମ କଲୋନୀରେ। ସୂଚନା ମୁତାବକ, ଆଜି ସକାଳେ ସଲାମ କଲୋନୀର ଏକ ଘରେ କୌଣସି କାରଣରୁ…

ଲଜ୍ଜା: ସ୍ବାମୀଙ୍କୁ ବାନ୍ଧି ତାଙ୍କ…

ରାଜସ୍ଥାନ: ରାଜସ୍ଥାନର ବାରନ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କ ସାମ୍ନାରେ ପତ୍ନୀଙ୍କୁ ୫ ଜଣ କଲେ ଦୁଷ୍କର୍ମ। ପୁଲିସର ସୂଚନା ମୁତାବିକ ଏଭଳି ଘଟଣା ଶନିବାର ଦିନ ଯେତେବେଳେ ୩୦ ବର୍ଷିୟ ପୀଡ଼ିତା ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ। ସେହି ସମୟରେ ୫ ଦୁର୍ବୃତ୍ତ ମହିଳାଙ୍କୁ ଖେତକୁ ନେଇ ବଳତ୍କାର…

ଟିକେଟ ନ ମିଳିବାରୁ ଇସ୍ତଫା ଦେବା ସହ…

ଥିରୁଅନନ୍ତପୁରମ: ଟିକେଟ ନ ମିଳିବାରୁ ହେଲେ ଲଣ୍ଡା। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳରେ। କେରଳ ମହିଳା କଂଗ୍ରେସର ଅଧ୍ୟକ୍ଷ ଲତିକା ସୁଭାଷଙ୍କ ଟିକଟ କାଟିବାରୁ ସେ ଲଣ୍ଡା ହୋଇ କେରଳ ମହିଳା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ଦଳ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ପାର୍ଟି…