Odisha Link
Bridging the Missing Links in Odisha
Daily Archives

March 15, 2021

ଛୁଟି ଦିନରେ ବି ହେବ ଟିକାକରଣ

ଭୁବନେଶ୍ୱର: ଛୁଟି ଦିନରେ ମଧ୍ୟ କରୋନା ଟିକାକରଣ କରାଯିବ। ଟିକାକରଣ ନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରତିଦିନ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଖରା ବଢୁଥିବାରୁ…

ଆଇଏସଆଇଏସ ଲିଙ୍କ୍: ଏନଆଇଏର ଚଢ଼ାଉ, ୫…

ନୂଆଦିଲ୍ଲୀ: ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଲିଙ୍କ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପକ୍ଷରୁ ୩ଟି ରାଜ୍ୟରେ ଚଢ଼ାଉ କରାଯାଇଛି । ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଏନଆଇଏ ଗିରଫ କରିଛି।…

ବିଜେଡି ଓ ବିଜେପି ଡ୍ରାମା କରୁଛନ୍ତି:…

ଭୁବନେଶ୍ୱର: ବିଧାନସଭା ନଚାଲୁ ବୋଲି ଉଭୟ ବିଜେପି ଓ ବିଜେଡି ମିଳିତ ପ୍ରୟାସ କରୁଛନ୍ତି। ଆଜି ବିଧାନସଭା ମୁଲତବୀ ପ୍ରସଙ୍ଗରେ ତାରାପ୍ରସାଦ ବାହିନୀପତି ଏପରି କହିଛନ୍ତି। ତାରାପ୍ରସାଦ କହିଛନ୍ତି, ଚାଷୀଙ୍କ ଧାନ ନଉଠୁ ବୋଲି ଚାହୁଁଛନ୍ତି ଉଭୟ ବିଜେପି ଓ ବିଜେଡି। କେବଳ ଡ୍ରାମା କରୁଛନ୍ତି। ଚାଷୀ…

ଆଜି ବାହା ହେବେ ବୁମରା! ବିବାହ ଉତ୍ସବରେ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ୍‌ ବୁମରାଙ୍କ ବିବାହକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଜବନିକା ପଡ଼ିବାକୁ ଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୀ ଆଜି ଗୋଆରେ ବୁମରା ସ୍ପୋର୍ଟସ୍‌ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ ହେବାକୁ ଯାଉଛନ୍ତି। ବିବାହ ଉତ୍ସବରେ ଦୁଇ ଜଣଙ୍କ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା,…

ସିଲଭାସା: ଏକ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଦାଦ୍ରା ଓ ନଗର ହାବେଳିର ରାଜଧାନୀ ସିଲଭାସାରେ। ଏନେଇ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିଛି। ଅନ୍ୟପଟେ ଝିଅ ସହ ଏଭଳି ଘଟିଥିବାର ଖବର ଶୁଣିବା ପରେ…

ମାର୍ଚ୍ଚ ୧୫: ଓଡ଼ିଶାରେ କରୋନାକୁ ପୂରିଲା…

ଭୁବନେଶ୍ବର: ଓଡ଼ିଶାରେ କରୋନାକୁ ପୁରିଲା ବର୍ଷେ। ଗତବର୍ଷ ଆଜିର ଦିନରେ ଚିହ୍ନଟ ହୋଇଥିଲା ରାଜ୍ୟର ପ୍ରଥମ କରୋନା ପଜିଟିଭ୍। ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ହରିଚନ୍ଦନ ଇଟାଲିରୁ ଭୁବନେଶ୍ୱର ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିଲା ପ୍ରଥମ…

ମନ୍ଦିର ନିକଟରୁ ନବଜାତ ଶିଶୁର ମୃତଦେହ…

ବ୍ରହ୍ମପୁର: ମନ୍ଦିର ନିକଟରୁ ନବଜାତ ଶିଶୁର ମୃତଦେହ ଠାବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳ ନିକଟରୁ। ଏକ ମନ୍ଦିର ନିକଟରେ ନବଜାତ ଶିଶୁର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ, ବ୍ରହ୍ରପୁର ଆଙ୍କୁଲି ଶିଳ୍ପାଞ୍ଚଳର ଏକ ମନ୍ଦିର ନିକଟରେ ଏକ ନବଜାତ…

ବସ୍ ଦୁର୍ଘଟଣା: ୨ ମୃତ, ୫ ଗୁରୁତର

ନବରଙ୍ଗପୁର: ଆନ୍ଧ୍ର ପ୍ରଦେଶର ଜାତୀୟ ରାଜପଥରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏନେଇ ଖବର ପାଇ ବାରୁଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯାତ୍ରୀମାନଙ୍କୁ ବାରୁଆ ସରକାରୀ ଡାକ୍ତରଖାନାରେ…

ସ୍କୁଲରୁ ୧୪ କରୋନା ପଜିଟିଭ୍, ଅଞ୍ଚଳକୁ…

ଡେରାଡୁନ୍: ଦେଶରେ ପୁଣି କରୋନାର ସଂକ୍ରମଣ ହାର ଦିନକୁ ଦନ ବଢ଼ିବାରେ ଲାଗିଛି। ଉତ୍ତରାଖଣ୍ଡର ମସୁରୀର ଏକ ସ୍କୁଲରୁ ୧୪ ଜଣ ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ପ୍ରଶାସନ ପକ୍ଷରୁ ବାର୍ଲୋଗଞ୍ଜ ଓ ଗେଲୱେ କଟେଜ୍ ଆଦି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଛି। ବାର୍ଲୋଗଞ୍ଜରେ ଥିବା ସେଣ୍ଟ ଜର୍ଜ…

ଭୀମସାରରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ବୁର୍ଲା: ପୁଣି ଥରେ ଅଶାନ୍ତ ଭୀମସାର। ଗତକାଲି ବିଳମ୍ବିତ ରାତିରେ ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠିର ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପିଡବ୍ଲୁଡି ଅଞ୍ଚଳର ଦୁଇଜଣ ଯୁବକ ନେତାଜୀ ଛକ ଠାରେ…