Odisha Link
Bridging the Missing Links in Odisha
Daily Archives

January 6, 2023

ବିଧାୟକ ଅରୁଣଙ୍କ ପାଇଁ ଜାତୀୟ ସଂଗୀତକୁ…

ନୟାଗଡ଼ : ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ବିଧାୟକ ଡ. ଅରୁଣ ସାହୁଙ୍କ ପାଇଁ ଜାତୀୟ ସଂଗୀତକୁ ଅବମାନନା କରାଯାଇଛି। ସେ ପ୍ରସ୍ତୁତ ନଥିବାରୁ ଜାତୀୟ ସଂଗୀତ ମଝିରୁ ବନ୍ଦ କରି ପୁନର୍ବାର ପରିବେଷଣ କରାଯାଇଛି। ସ୍ଥାନୀୟ ନୟାଗଡ଼ ଖେଳ ପଡ଼ିଆର ଉଦଘାଟନ ଉତ୍ସବରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।…

ୟୁଏନ ମିଶନ ପାଇଁ ଭାରତର ମହିଳା…

ଓଏଲ୍‌ ବ୍ୟୁରୋ : ବିଶ୍ୱ ଦେଖିବ ଭାରତର ମହିଳା ଶାନ୍ତିରକ୍ଷକ ସୈନ୍ୟ। ମିଳିତ ଜାତିସଂଘ ଶାନ୍ତିରକ୍ଷା ପାଇଁ ସବୁଠାରୁ ଅଧିକ ସୈନ୍ୟ ପଠାଉ ଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ। ବର୍ତ୍ତମାନ ଶାନ୍ତି ରକ୍ଷା ପାଇଁ ଭାରତ ମହିଳା ଶାନ୍ତିରକ୍ଷକଙ୍କ ଗୋଟିଏ ପ୍ଲାଟୁନକୁ ପ୍ରସ୍ତୁତ କରାଯାଇଥିବାବେଳେ ଭାରତ ୨୦୦୭ରୁ…

୫ଜି ହ୍ୟାଣ୍ଡ୍‌ସେଟ୍‌ ଥିଲେ, ଉପଲବ୍ଧ ହେବ…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇଥିବାବେଳେ ଖୁବ୍‌ ଶୀଘ୍ର ଓଡ଼ିଶାର କୋଣ ଅନୁକୋଣକୁ ଦ୍ରୁତ ଗତିରେ ଟ୍ରୁ-୫ଜି ନେଟ୍‌ୱର୍କ ଉପଲବ୍ଧ ହେବ। ସୂଚନା ଅନୁସାରେ ଜିଓ ଦ୍ୱାରା ଫେବୃଆରୀ ସୁଦ୍ଧା ଓଡ଼ିଶାର…

ଲାଞ୍ଚ ନେଲାବେଳେ ଭାରପ୍ରାପ୍ତ ଆରଆଇଙ୍କୁ…

ଓଏଲ୍‌ ବ୍ୟୁରୋ : ଆରଆଇ ନେଉଥିଲେ ଲାଞ୍ଚ, ଆଉ ଧରିଲା ଭିଜିଲାନ୍ସ। ଭିଜିଲାନ୍ସ ଧରିଥିବା ଭାରପ୍ରାପ୍ତ ଆରଆଇ ହେଉଛନ୍ତି, ନବରଙ୍ଗପୁର ଜିଲ୍ଲା ସାନମସିଆଗାଁ ଜଗଦୀଶ ବେହେରା। ଯିଏକି ଜଣେ ଅଭିଯୋଗକାରୀଙ୍କ ଠାରୁ ତହସିଲଦାରଙ୍କୁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ଅନୁସନ୍ଧାନ ରିପୋର୍ଟ ଦେବାକୁ…

ରାଉରକେଲା ହକି ଷ୍ଟାଡିୟମକୁ ନେଇ…

ଓଏଲ୍‌ ବ୍ୟୁରୋ : ରାଉରକେଲା ହକି ଷ୍ଟାଡିୟମକୁ ନେଇ ବାଦାନୁବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲେ କ୍ରୀଡ଼ା ମନ୍ତ୍ରୀ। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ ବୋଲି ଏକଥା ଆମେ କହୁନୁ ବରଂ ଏଫ୍‌ଆଇଏଚ୍ ସାର୍ଟିଫାଏଡ କରିଛି।…

ଅଳିଆ ଗଦାରୁ ଠାବ ହେଲା ମୃତ ଶିଶୁପୁତ୍ର

ଓଏଲ୍‌ ବ୍ୟୁରୋ : ମଣିଷପଣିଆ ନ୍ୟୂନ ସ୍ତରରେ ପହଂଚି ଗଲା କି ? ପୂର୍ବରୁ ଅନେକ ସ୍ଥାନରେ ମୃତ ଶିଶୁ ଠାବ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଆଉ ଏକ ମୃତ ଶିଶୁ ମିଳିଥିବା ଖବରରୁ ଜଣା ପଡିଛି। ଖବର ମୁତାବିକ, ଏକ ଅଳିଆ ଗଦାରେ ବ୍ୟାଗ ଭିତରୁ ଠାବ ହୋଇଛି ଶିଶୁ। ଅଳିଆ ଗଦାରୁ ମିଳିଥିବା…

ପ୍ରି ବଜେଟ ପରାମର୍ଶ ବୈଠକ

ଓଏଲ୍‌ ବ୍ୟୁରୋ : ଆଗାମୀ ଦିନରେ ବଜେଟ ଉପସ୍ଥାପନକୁ ନେଇ ରାଜ୍ୟ ଅତିଥି ଭବନରେ ପ୍ରି ବଜେଟ ପରାମର୍ଶ ବୈଠକ ଜାରି ରହିଥିବା ସୂଚନା ମିଳିଛି। ଆସନ୍ତା ଫେବ୍ରୁଆରି ତୃତୀୟ ସପ୍ତାହରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଆସିପାରେ ବୋଲି କୁହାଯାଉଥିବେବେଳେ ବଜେଟ ଅଧିବେଶନ ପୂର୍ବରୁ ବୈଠକ ଆରମ୍ଭ କରାଯାଇଛି। ଏହି…

ଆଇଟି କମ୍ପାନୀ ଡିଲଏଟ୍ ଶାଖାର ଉଦ୍‌‌ଘାଟନ…

ଓଏଲ୍‌ ବ୍ୟୁରୋ : ଆଇସିଓଏମସି କୋଠାରେ ଡିଲଏଟ୍‌‌ କମ୍ପାନୀର ଶୁଭାରମ୍ଭ। ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍‌‌ କମ୍ପାନୀ ଯାହାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୂଆ ଆଇସିଓଏମ୍‌‌ସି ବିଲ୍ଡିଂରେ ନିଜର ସାମର୍ଥ୍ୟ…

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଡିସେମ୍ୱରର…

ଓଏଲ୍‌ ବ୍ୟୁରୋ : ୨୦୨୨ରେ ଜଳବାୟୁ ପରିବର୍ତ୍ତନକୁ ନେଇ ବଡ଼ ପ୍ରଭାବ ଅନୁଭୂତ ହୋଇଛି। ଦୀର୍ଘଦିନ ହେବ ଭାରତରେ ଅସ୍ବାଭାବିକ ଭାବରେ ବଢିଚାଲିଛି ତାପମାତ୍ରା। ୨୦୨୨ ଡିସେମ୍ବର ମାସକୁ ଶୀତଦିନରେ ସବୁଠୁ ଉତ୍ତପ୍ତ ଭାବରେ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଭାରତରେ ଗତ ୧୨୨ବର୍ଷର ରେକର୍ଡ…

ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିର…

ଓଏଲ୍‌ ବ୍ୟୁରୋ : ବଡ଼ଦେଉଳ ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ। ପରିକ୍ରମା ପ୍ରକଳ୍ପ ପାଇଁ ରାସ୍ତା ବନ୍ଦ ଥିବା ସୂଚନା। ତେବେ ବିନା କୌଣସି ସୂଚନା ନଦେଇ ଆଜି ସକାଳୁ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ରାସ୍ତା ବନ୍ଦ ଥିବାରୁ…