Odisha Link
Bridging the Missing Links in Odisha
Daily Archives

April 4, 2023

ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଇଛନ୍ତି। ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶ ପାଇଁ ଜାପାନ ଗସ୍ତରେ ଯାଇଥିବାବେଳେ ତାଙ୍କ ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ…

ପୁରୀରେ ପହଞ୍ଚିଲା ଇଭିଏମ୍, ଆଗୁଆ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରିଛନ୍ତି ଅଙ୍କକଷା। ରାଜ୍ୟରେ ଆଗୁଆ ନିର୍ବାଚନ ହେବା କଥା ଦୁଇ ଦୁଇ ଥର କହିଥିବା କେନ୍ଦ୍ରମନ୍ତ୍ରୀ…

ନବୀନ ବାବୁଙ୍କୁ ପଚାରନ୍ତୁ, ରତ୍ନଭଣ୍ଡାର…

ଓଏଲ୍‌ ବ୍ୟୁରୋ: ରାଜ୍ୟ ବିଜେପିର ନୂତନ ମୁଖିଆ ଭାବେ ଦାଇତ୍ୱ ଗ୍ରହଣ କରିଥିବା ମନମୋହନ ସାମଲ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ପ୍ରସଙ୍ଗରେ ମନମୋହନ ସାମଲ କହିଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଲୋକଙ୍କୁ ବୋକା ବନାଇବା। ଓଡ଼ିଶା ଲୋକ ବହୁତ ଥର…

ଚାକିରି ଦେବା ନାଁରେ ୧୦୦ ଜଣ ଆଶାୟୀଙ୍କୁ…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ଚାକିରି ଦେବା ନାଁରେ ବାଲେଶ୍ୱର ଜିଲ୍ଲାରେ କୋଟିଏ ଟଙ୍କାର ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଛି। ମହିଳା ଓ ଶିଶୁ ବିକାଶ ବିଭାଗରେ ଚାକିରି ଦେବା ନାଁରେ ଠକେଇ ହୋଇଥିବା ଜଣା ପଡିଛି। ପ୍ରାୟ ୧୦୦ ଜଣ ଚାକିରି ଆଶାୟୀ ଏହି…

ନଦୀରେ ବୁଡ଼ି ୩ ଛାତ୍ର ମୃତ

ଓଏଲ୍‌ ବ୍ୟୁରୋ: ଭଦ୍ରକ ନାଳିଆ ନଦୀରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ୩ ଛାତ୍ର ଗାଧୋଇଲା ବେଳେ ପାଣିରେ ବୁଡିଯାଇଥିଲେ। ନଦୀରେ ବୁଡି ଯିବାରୁ ୩ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଛାତ୍ର। ଖବର ଅନୁସାରେ,…

ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା:…

ଓଏଲ୍‌ ବ୍ୟୁରୋ: ଟଙ୍କା ଲୋଭରେ ମଣିଷ ସାଜିଲା ନର ରାକ୍ଷସ। ୫୦ଲକ୍ଷ ଟଙ୍କା ପାଇଁ ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଜଣେ ନାବାଳକକୁ ଟଙ୍କା ଲୋଭରେ ଅପହରଣ କରାଯାଇଥିଲା। ନାବାଳକକୁ ପ୍ରଥମେ ଝାରସୁଗୁଡ଼ାରୁ ଅପହରଣ କରିଥିଲେ ଦୁର୍ବୁତ୍ତ। ପରେ ବରଗଡ଼ରେ ନାବାଳକଙ୍କୁ ହତ୍ୟା କରି…

ଝାରସୁଗୁଡା ଉପ-ନିର୍ବାଚନ: ବିଜେଡିର ୩…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ…

ଟ୍ରକ୍ ଧକ୍କାରେ ଚାଲିଗଲା ନାବାଳକର ଜୀବନ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ପାଣ୍ଡାରା ଛକରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ଟ୍ରକ୍ ଧକ୍କା ଦେବା ଦ୍ୱାରା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କା ଦେବା ଦ୍ୱାରା ଦୁର୍ଘଟଣାରେ ଜଣେ ନାବାଳକର ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ମୃତ୍ୟୁ ବରଣ…

ବଦଳିଲା ଟ୍ୱିଟର ଲୋଗୋ

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଟ୍ୱିଟରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ବିଳମ୍ବିତ ରାତିରେ ବଦଳିଲା ଟ୍ୱିଟରର ଲୋଗୋ। ନୀଳ ପକ୍ଷୀ ବଦଳରେ 'ଡଗି' ହେଲା ନୂଆ ଲୋଗୋ। ଏଲନ ମସ୍କ ଟ୍ୱିଟର ଲୋଗୋ ବଦଳାଇଥିବା ସୂଚନା ମିଳିଛି। ପୂର୍ବରୁ ଟ୍ୱିଟରରେ ଥିବା ନୀଳ ପକ୍ଷୀକୁ ବର୍ତ୍ତମାନ ହଟାଇଦିଆଯାଇଛି। ଡଗିକୁ…

ଜରୁରୀକାଳିନ ଅବତରଣ କଲା ଇଣ୍ଡିଗୋ ବିମାନ

ଓଏଲ୍‌ ବ୍ୟୁରୋ: ଇଣ୍ଡିଗୋ ବିମାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ୧୩୭ଜଣ ଯାତ୍ରୀ ନେଇ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଜରୁରୀ କାଳୀନ ପରିସ୍ଥିତିରେ ଅବତରଣ କରିଛି। ବାଙ୍ଗାଲୁରୁରୁ ବାରଣାସୀ ଯାଉଥିଲା ଇଣ୍ଡିଗୋ ବିମାନ। ତେବେ ଇଣ୍ଡିଗୋରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନାରୁ…