Odisha Link
Bridging the Missing Links in Odisha
Daily Archives

January 7, 2023

ଟି-୨୦ରେ ସୂର୍ଯ୍ୟଙ୍କ ତୃତୀୟ ଶତକ,…

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ଶାନଦାର ଶତକୀୟ ଇନିଂସ୍‌ ଖେଳିଛନ୍ତି ସୂର୍ଯ୍ୟକୁମାର ଯାଦବ। ବର୍ଷକ ମଧ୍ୟରେ ଇଣ୍ଟରନ୍ୟାସନାଲ ଟି-୨୦ କ୍ରିକେଟରେ ୩ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି ସୂର୍ଯ୍ୟକୁମାର ଯାଦବ। ଏଥିସହିତ ବହୁ ରେକର୍ଡର ଅଧିକାର ହୋଇଛନ୍ତି ସୂର୍ଯ୍ୟ। ଦମଦାର…

ରାଜକୋଟରେ…

ଓଏଲ୍‌ ବ୍ୟୁରୋ: ନିର୍ଣ୍ଣାୟକ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦମଦାର ବ୍ୟାଟିଂ ପ୍ରଦର୍ଶନ। ଟି-୨୦ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ମୋଟ ୨୨୮ ରନ୍‌ କରିଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ସାଙ୍ଗକୁ ଶୁଭମନ ଗିଲ୍‌ ଓ ରାହୁଲ…

ବିସିସିଆଇ ଚୟନ କମିଟିରେ ଓଡ଼ିଆ ପୁଅ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡରେ ଓଡ଼ିଆ ପୁଅ ଶିବସୁନ୍ଦର ଦାସଙ୍କୁ ମିଳିଲା ଗୁରୁ ଦାୟିତ୍ବ। ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଶିବସୁନ୍ଦର ଦାସ ବିସିସିଆଇ ସିନିୟର ଚୟନ କିମିଟିର ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ। କ୍ରିକେଟ ଆଡଭାଇଜରି କମିଟି ଆଜି ବିସିସିଆଇ…

ହାତୀ କବଳରୁ ସୁରକ୍ଷା ପାଇଁ ପଦକ୍ଷେପ…

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା। କୌଣସି ପଦକ୍ଷେପ ନିଆଯାଇନଥିବାରୁ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଶବ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରିବାର ଲୋକେ ଦାବି କରିଥିଲେ, ମୃତ…

୧୯ ଡିଗ୍ରୀ କଲେଜକୁ ଉଚ୍ଚଶିକ୍ଷା ବିଭାଗର…

ଓଏଲ୍‌ ବ୍ୟୁରୋ : ନିୟମ ଉଲ୍ଲଙ୍ଘନ କରି ଛାତ୍ରଛାତ୍ରୀଙ୍କ ଆଡମିଶନ କରିଥିବା ୧୯ ଡିଗ୍ରୀ କଲେଜ ପାଇଁ ସୋ- କଜ ନୋଟିସ ଜାରି କଲେ ଉଚ୍ଚଶିକ୍ଷା ବିଭାଗ। ସୂଚନା ଅନୁସାରେ ୧୯ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କ ଆଡମିଶନ ନିୟମ ଉଲ୍ଲଙ୍ଘନ କରାଯାଇଥିବା ଜଣା ପଡିଛି। ନିୟମ ଉଲ୍ଲଘଂନ କାରଣରୁ ଛାତ୍ରଛାତ୍ରୀଙ୍କ…

ହକି ବିଶ୍ୱକପ : ଉଦଘାଟନୀ ଉତ୍ସବ ପାଇଁ…

ଓଏଲ୍‌ ବ୍ୟୁରୋ : ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ୨୦୨୩। ଏହି ହକି ବିଶ୍ୱକପକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଓଡ଼ିଶାରେ ହେବାକୁ ଥିବା ଏହି ହକି ବିଶ୍ୱକପକୁ ନେଇ କମିଶନରେଟ୍ ପୁଲିସ ତତ୍ପରତା ଦେଖାଇଛି। ହକି ବିଶ୍ୱକପ ପାଇଁ ମୁତୟନ ରହିବେ ୫୦…

ଡୋପ୍‌ ଟେଷ୍ଟରେ ଫସିଲେ ସ୍ବର୍ଣ୍ଣ…

ଓଏଲ୍‌ ବ୍ୟୁରୋ: କମନ୍‌ଓ୍ବେଲଥ ଗେମ୍ସରେ ଦୁଇ ଦୁଇ ଥର ସ୍ବର୍ଣ୍ଣ ପଦକ ଜିତିଥିବା ଦେଶର ଜଣାଶୁଣା ଭାରଉତ୍ତୋଳନକାରୀ ସଞ୍ଜୀତା ଚାନୁ ପୁଣିଥରେ ଫସିଲେ ଡୋପ୍‌ ଟେଷ୍ଟରେ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତରଫରୁ ଗୁଜରାଟ ନ୍ୟାସନାଲ ଗେମ୍ସ ଠାରୁ ସଂଜୀତାଙ୍କର…

ଅନ୍‌ଲାଇନ୍‌ରେ ମଗାଇଥିବା ବିରିୟାନୀ ଖାଇ…

ଓଏଲ୍‌ ବ୍ୟୁରୋ : ଅନ୍‌ଲାଇନ୍‌ ବିରିୟାନି ହେଲା କାଳ। ଅନଲାଇନ୍‌ରେ ବିରିୟାନି ମଗାଇ ଖାଇ ଅସୁସ୍ଥତା ଅନୁଭୂତ ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିଲେ ଯୁବତୀ ଏବଂ ତାଙ୍କର ଆଜି ମୃତ୍ୟୁ ଘଟିଛି। ତେବେ ଅନଲାଇନ୍‌ ବିରିୟାନି ଖାଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୃତ୍ୟୁ ହୋଇଥିବା…

ମୋଦିଙ୍କ ଫଟୋ ରଖୁ ନାହାନ୍ତି ନବୀନ

ଓଏଲ୍‌ ବ୍ୟରୋ: ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିଲା ବିମାନ। ଆଲଏନ୍ସ ଏୟାର ବିମାନ ଉଡାଣ ଆରମ୍ଭ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସିରେ ଏହାର ଶୁଭାରମ୍ଭ କରିଛନ୍ତି।ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଶୁଭାରମ୍ଭ କାର୍ଯ୍ଯକ୍ରମ ସମୟରେ…

ମହାନଦୀ ଜଳ ବିବାଦର ଶୁଣାଣି

ଓଏଲ୍‌ ବ୍ୟୁରୋ : ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଆସନ୍ତା ୧୬ରେ ଆସେସରଙ୍କ ସହ ଟେକ୍ନିକାଲ ଟିମ୍‌ର ବୈଠକ। ଓଡ଼ିଶା ସହ ଛତିଶଗଡ଼ର ବୈଷୟିକ ଟିମର ବୈଠକ। ମହାନଦୀ ବେସିନର ପରିସୀମା ଦ୍ୱନ୍ଦ୍ୱକୁ ନେଇ ବୈଠକ। ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି। ଶୁଣାଣିରେ…