Odisha Link
Bridging the Missing Links in Odisha
Daily Archives

January 7, 2023

କମୁଛି ତାପମାତ୍ରା, ବଢୁଛି ଶୀତ

ଓଏଲ୍‌ ବ୍ୟୁରୋ : ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଗତକାଲିଠାରୁ ରାଜ୍ୟରେ ଶୀତ ବଢ଼ିଛି। ଆସନ୍ତା ୨ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବା ସହ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବ। ରାଜ୍ୟର କିଛି କିଛି ଅଞ୍ଚଳରେ କୁହୁଡ଼ି ମଧ୍ୟ ଦେଖାଯିବ ବୋଲି ଆଞ୍ଚଳିକ…

ସାନିଆ ମିର୍ଜା କଲେ ବଡ଼ ଘୋଷଣା,…

ଓଏଲ୍‌ ବ୍ୟୁରୋ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ବଡ଼ ଘୋଷଣା। ଟେନିସ୍‌ ଜଗତରୁ ସନ୍ନ୍ୟାସ ନେବାକୁ ଘୋଷଣା କଲେ ସାନିଆ ମିର୍ଜା। ୬ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ସାନିଆ ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ନିଜ ଶେଷ ମ୍ୟାଚ୍ ଖେଳିବେ। ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି। ପାକିସ୍ତାନୀ କ୍ରିକେଟର…

ମ୍ୟାଚ୍‌ ଜିତିବ ଯିଏ, ସିରିଜ ହାତେଇବ ସିଏ

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟାରେ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍‌ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ରାଜକୋଟରେ ଏହି ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚର ଅଳ୍ପକେ ହାରିବା ପରେ ଦ୍ୱିତୀୟ ମ୍ୟାଚ ଜିତି ଏସିଆ କପ୍‌ ବିଜେତା ଶ୍ରୀଲଙ୍କା ଟିମ୍ ଭାରତୀୟ ଦଳକୁ କଡ଼ା ଆହ୍ୱାନ…

ଇରାନୀ ଗ୍ୟାଙ୍ଗକୁ ଧରିଲା କମିଶନରେଟ୍‌…

ଓଏଲ୍‌ ବ୍ୟୁରୋ : ଇରାନୀ ଗ୍ୟାଙ୍ଗକୁ ଧରିବାରେ ସଫଳତା ହାସଲ କରିଛି କମିଶନରେଟ୍‌ ପୋଲିସ। ସ୍ପେସାଲ ସ୍କ୍ବାଡ୍ କବ୍ଜା କରିଛି ନୂତନ ପଦ୍ଧତି ଆପଣେଇ ଲୁଟ କରୁଥିବା ଇରାନୀ ଗ୍ୟାଙ୍ଗକୁ। ଇରାନୀ ଗ୍ୟାଙ୍ଗକୁ ରାୟପୁରରେ ପୁଲିସ ବାନ୍ଧିଥିବାବେଳେ ତାଙ୍କ ନିକଟରୁ ୫ଟି ବାଇକ ଓ ୧୭ଟି ସୁନା ଚେନ ଜବତ କରାଯାଇଥିବା…

ରୁଷୀୟ ଚିଫ୍ ଇଂଜିନିୟର ମୃତ୍ୟୁ ଘଟଣା :…

ଓଏଲ୍‌ ବ୍ୟୁରୋ : ଜାହାଜରେ ରୁଷୀୟ ଚିଫ୍ ଇଂଜିନିୟର ମୃତ୍ୟୁ ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାରାଦୀପ ରୁଷୀୟ ଚିଫ୍ ଇଂଜିନିୟରଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ। ପୂର୍ବରୁ ରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ତନାଘନା ଚାଲିଥିବା ବେଳେ ୩ରେ ରୁଷୀୟ…

ଭୁବନେଶ୍ୱରରୁ ରାଉରକେଲା ବିମାନ ଉଡ଼ାଣର…

ଓଏଲ୍‌ ବ୍ୟୁରୋ : ରାଉରକେଲା ବିମାନ ଉଡ଼ାଣର ଶୁଭାରମ୍ଭ। ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଭିଡିଓ କନଫରେନ୍ସିଂରେ ଆଜି ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡାଣର ଉଦଘାଟନ…

ଭିଜିଲାନ୍ସ ପଞ୍ଝାରେ ଅଧିକ୍ଷଣ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ RWSSର ଅଧିକ୍ଷଣ ଯନ୍ତ୍ରୀ। ଭିଜିଲାନ୍ସ ପଞ୍ଝାରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଜଣକ ହେଉଛନ୍ତି ବିଜୟ କୁମାର ସାହୁ ଯିଏକି ପରଜଙ୍ଗର ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତୁରା। ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

ଦଳିଦେଲା ଦନ୍ତା ହାତୀ, ଚାଲିଗଲା ୩ ଜୀବନ

ଓଏଲ୍‌ ବ୍ୟୁରୋ : ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଆଜି ସକାଳୁ ଅନୁଗୋଳ ଜିଲ୍ଲାରେ। ୩ ମୃତ ବ୍ୟକ୍ତି ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ତେବେ ଆଜି…