Odisha Link
Bridging the Missing Links in Odisha
Browsing Category

ଅଭିମତ

ସ୍ମୃତିରେ ଭାରତର ମିସାଇଲ ମ୍ୟାନ୍

ଓଏଲ ବ୍ୟୁରୋ: ନିଜର ଅଭିମାନ ଶୂନ୍ୟତା, ଦେଶପ୍ରେମ, ଉଚ୍ଚାକାଂକ୍ଷା, ନିରାଡ଼ମ୍ବର ଓ ଉତ୍ସର୍ଗୀକୃତ ଜୀବନଶୈଳୀ ହିଁ ତାଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟର ଆଖ୍ୟା ଦେଇଛି। ବହୁ ବାଧାବିଘ୍ନ ସତ୍ତ୍ୱେ ଏକ ଦରିଦ୍ର ପରିବାରରୁ ବୈଜ୍ଞାନିକ ଏବଂ ପରେ ଭାରତର ମିସାଇଲ ମ୍ୟାନଙ୍କ ଜୀବନଯାତ୍ରା ସମସ୍ତଙ୍କୁ ଅନୁପ୍ରେରିତ…

ବିଜୟ ମାଲ୍ୟାଙ୍କ ସବୁ ସମ୍ପତ୍ତି…

ନୂଆଦିଲ୍ଲୀ: ଭାରତର ବିଭିନ୍ନ ବ୍ୟାଙ୍କଠାରୁ ଋଣନେଇ ପରିଶୋଧ ନକରି ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ସୋମବାର ବଡ଼ ଝଟ୍‌କା ଲାଗିଛି। ଲଣ୍ଡନ୍‌ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା କରିବା ସହ ସାରା ବିଶ୍ୱରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟ…

ବାପା: ଏକ ଅସଂପୂର୍ଣ୍ଣ ଉପନ୍ୟାସ

ଡ. ଦେବାଶିଷ ପାଣିଗ୍ରାହୀ ଆଜି ପିତୃ ଦିବସ। ଦିନକ ତଳେ ପରଲୋକ ଗମନ କରିଥିବା ଆଇପିଏସ୍ ଅଫିସର ତଥା ବିଶିଷ୍ଟ ଲେଖକ ଡ. ଦେବାଶିଷ ପାଣିଗ୍ରାହୀ, କିଛିବର୍ଷ ପୂର୍ବେ ‘ମଧୁଲିତା’ ପତ୍ରିକାରେ ତାଙ୍କ ବାପା ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀଙ୍କ ବିଷୟରେ କିଛି ସୁନ୍ଦର କଥା କହିଥିଲେ। ବାପା ଥିଲେ ମୋର ସବୁଠୁ…

ରଜଦୋଳି ଗୀତ ଲେଖକଙ୍କୁ ନେଇ ଦୂରହେଲା…

ତଥ୍ୟ ଓ ସତ୍ୟ ସବୁବେଳେ ଆପେକ୍ଷିକ। ସେଇ ମର୍ମରେ ଦୁଇଦିନ ଧରି ରଜଦୋଳି ଗୀତର ରଚୟିତାଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ଏବେ ପ୍ରାୟ ପୂର୍ଣ୍ଣଛେଦ ପଡ଼ିଲା ବୋଲି ଭାବିବାକୁ ହେବ। କାରଣ ଗୀତର ଅସଲ ଲେଖକ, ସଂଗ୍ରାହକ, ସ୍ବରକାର, ଗାୟକ ଆଦିଙ୍କ ବାବଦରେ ନୂଆ ତଥ୍ୟ ସାମନାକୁ ଆସିଛି। ଚଳିତ ବର୍ଷ ମେ ୧୪…

ରଜଦୋଳି ଗୀତ କିଏ ଲେଖିଥିଲେ- ମାଗୁଣି…

ନୟାଗଡ଼: ଆଜି ରଜ ସଂକ୍ରନ୍ତି। ଗତକାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ତିନିଦିଆ ଗଣପର୍ବ ରଜ ଉତ୍ସବ। ତେବେ ରଜ ଦୋଳି ଖେଳ ସହ ଯୋଡ଼ିହୋଇ ରହିଥିବା ସବୁଠୁ ପ୍ରସିଦ୍ଧ ଗୀତଟି ହେଉଛି "ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ।" ଏ ଗୀତଟି କିଏ ଲେଖିଛନ୍ତି ସେ ବାବଦରେ ସେ ନେଇ ଏବେ ଏକ ତଥ୍ୟ ସାମନାକୁ…

ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ବ୍ୟକ୍ତି ଗିରଫ। ଗତ ରାତିରେ ସଲମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଆଜି ଅଭିଯୁକ୍ତ ସଲମାନକୁ ଦିଲ୍ଲୀର ଖଜୁରୀ ଖାସ ଥାନାର ପୋଲିସ ଗିରଫ କରିଛନ୍ତି। ସୂଚନା…

‘ଅନ୍ତର୍ଜାତୀୟ’ ଶବ୍ଦକୁ…

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ଓଡ଼ିଆ ଲେଖକ ମନୋଜ ଦାସଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ପାଇଁ ରାଜ୍ୟର ମନୋଜପ୍ରେମୀମାନେ ସରକାରଙ୍କୁ ନାନାଦି ପରାମର୍ଶ ଦେଇଥିଲେ। ଶ୍ରୀ ଦାସଙ୍କ ମୃତ୍ୟୁର ମାତ୍ର ସପ୍ତାହେ ପରେ ତରବରିଆ ଭାବରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଲେ, ତାହା ସବୁ…

ସରକାରଙ୍କ ବଡ଼ ଘୋଷଣା!

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ ଯେଉଁମାନେ ପଞ୍ଜିକୃତ ହୋଇନାହାନ୍ତି ସେମାନେ ସାମ୍ବାଦିକ ଭାବରେ ଗଣା ନୁହନ୍ତି। ପରୋକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଭଳି ଜଣାଇଛନ୍ତି। ଗତବର୍ଷ ପରି ଏ ବର୍ଷ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌…

କଂଗ୍ରେସମୁକ୍ତ ହେଉଛି କି ଭାରତ?

ଶୁଭ୍ରାଂଶୁ ପଣ୍ଡା ପଶ୍ଚିମବଙ୍ଗରେ ବିଜେପିର ବଙ୍ଗଦଖଲ ସ୍ବପ୍ନକୁ ଧୂଳିସାତ କରି ତୃଣମୂଳ କଂଗ୍ରେସ୍‌ ଏଥର ବହୁମତ ପାଇଥିବାରୁ ରାହୁଳ ଗାନ୍ଧୀ ମମତା ବାନାର୍ଜୀଙ୍କୁ ବଧେଇ ଦେଇଛନ୍ତି। ତେବେ ନିଜ ଦଳ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଶ୍ରୀ ଗାନ୍ଧୀଙ୍କର ସାମାନ୍ୟ ଅନୁଶୋଚନା ନାହିଁ। ଶତ୍ରୁର ପରାଜୟକୁ ନିଜର…

ଗଣମାଧ୍ୟମ: ଜନଗଣଙ୍କ ପାଇଁ

ସବ୍ୟସାଚୀ ଅମିତାଭ ମେ ୩ ତାରିଖକୁ ସାରା ବିଶ୍ୱରେ ଗଣମାଧ୍ୟମ ସ୍ୱାଧୀନତା ଦିବସ ବା 'ୱାର୍ଲଡ ପ୍ରେସ୍ ଫ୍ରିଡମ୍ ଡେ' ଭାବେ ପାଳନ କରାଯାଏ । ୨୫ ବର୍ଷ ତଳେ ଅର୍ଥାତ୍ ୧୯୯୧ ମଇ ମାସ ତିନି ତାରିଖରେ ଆଫ୍ରିକା ମହାଦେଶର ସାମ୍ବାଦିକ ଓ ପତ୍ରପତ୍ରିକା ଏବଂ ଟେଲିଭିଜନ ବ୍ରଡକାଷ୍ଟିଂ ପ୍ରଫେସନାଲମାନେ ଗୋଟିଏ…