Odisha Link
Bridging the Missing Links in Odisha
Browsing Tag

Man killed

ହାଜତରେ ଚାଲିଗଲା ଅଭିଯୁକ୍ତର ଜୀବନ

ସୁନ୍ଦରଗଡ : ସୁନ୍ଦରଗଡ ଧୁରୁଆଡିହି ଥାନାରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ହୋଇଛି । ନାବାଳିକା ଚାଲାଣ ମାମଲାରେ ଅଭିଯୁକ୍ତ ସୁନୀଲ ଲୋଧିକୁ ପୋଲିସ ମଧ୍ୟପ୍ରଦେଶରୁ ଗିରଫ କରିଥିଲା । ସୁନ୍ଦରଗଡ ସଦର ବ୍ଲକ୍ ମାନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ ରାଜ୍ୟ ବାହାରେ ବିକ୍ରି କରି…

ଯୁବକଙ୍କୁ ପିଟିପିଟି ହତ୍ୟା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଆଜି ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବନ୍ଧନ ମହାନ୍ତି। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ଧନ ଗାଁର ଏକ ଦୋକାନକୁ ଯାଇ ସିଗାରେଟ ମାଗିଥିଲେ। ସିଗାରେଟ…