Odisha Link
Bridging the Missing Links in Odisha
Browsing Tag

Poem

ନର୍ସ

ନର୍ସ ଡ. ଗାୟତ୍ରୀବାଳା ପଣ୍ଡା ହସିହସି ସେ ପହଂଚିଯିବ ଏବେ ବଖରାରେ ତା ହସ ଭିତରୁ ବାହାରି ପ୍ରଜାପତିମାନେ ଉଡ଼ିବୁଲିବେ ବଖରା ସାରା ଆନନ୍ଦରେ। ହସିବାପାଇଁ ଦରକାର ସାହସ ଓ ନିଷ୍ଠା ଶ୍ରଦ୍ଧା ଓ ତ୍ୟାଗ ଦରକାର ବଢେ଼ଇବାକୁ ହାତ ବିନା କିଛି ଉଦ୍ଦେଶ୍ୟରେ। ସବୁରିକୁ ପୂର୍ଣ୍ଣ କରିଦବାର ଇଚ୍ଛା ତା’…

ପିଏମ୍‌ ମୋଦି ଲେଖିଲେ କବିତା, ଆପଣ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତି ମଧ୍ୟରେ କବି ହୋଇଯାଇଛନ୍ତି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏହା ମୋଦିଙ୍କ ଚର୍ଚ୍ଚିତ କବିତା ହିଁ ପ୍ରମାଣିତ କରିଛି। ପ୍ରକୃତି ବିଭୋର କରେ, ଆନମନା କରେ ଏବଂ ଭାବୁକକୁ କବିରେ ପରିଣତ କରିଦିଏ। ଏହା ସତରେ ପ୍ରମାଣିତ କରିଛି…

କବିତାର ରାଣୀ

ସୋନାଲି ସ୍ବାଇଁଙ୍କ କବିତା କବିତାର ରାଣୀ ମନ ମୋର ଆନମନା ସତେ ଭାରି ଅବୁଝା କେବେ କେବେ ହୁଏ ଇଛା ସାଜିବାକୁ ତୁମ ଆକାଶର ଜହ୍ନ। ତୁମକୁ ଛୁଇଁବା ସ୍ବପ୍ନ ନହେଇ ପୂରଣ ଦୂରେ ଥାଇ ଦେଖିବି ତୁମକୁ ହସି ହସି ତୁମ ଦେହେ ଢାଳିବାକୁ ପ୍ରେମର ଜୋଛନା। ପୁଣି କେବେ ଭାବେ ପାଲଟିଯାଆନ୍ତି ଅବା…

ପଞ୍ଜୁରୀ

ପ୍ରହଲ୍ଲାଦ ଶତପଥୀଙ୍କ କବିତା ପଞ୍ଜୁରୀ ରୋଟି ସଜା ହେଇଛି ଜହ୍ନ ପରିକା ଆକାଶରେ ଚିନି ଦାନା ପରି ତାରା ସବୁ ବିଞ୍ଛା ସରିଛି, ପଞ୍ଜୁରୀ ଭିତରେ ବନ୍ଦ ଶୁଆକୁ କେମିତି ବୁଝେଇବି କିଛି ବି ନାଇଁ ଆମ ହାତ ପାଆଂତାରେ ଡିବିରି ଜଳୁଛି ତ ଜଳୁ ତେଲ ଥିବା ଯାଏଁ ମୁଁ ଜଳିବି ଜାଳିବି ଏକାକୀତ୍ବକୁ…