Odisha Link
Bridging the Missing Links in Odisha

ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର : ଆଜି ବସୁଛି ରାଜ୍ୟ ବିଧାନସଭା ଅଧିବେଶନ ଏଥିପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୯୦ ଜଣ ଅଫିସର, ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା, ୨୮ ପ୍ଲାଟୁନ୍ ଫେ।ର୍ସ, ଟାକ୍ଟିକାଲ ଫେ।ର୍ସ, ରୁଫଟପ୍ ଫେ।ର୍ସ ଆଦି ବନ୍ଦେ।ବସ୍ତ କରାଯାଇଛି । ତିନେ।ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ଧାରଣା ସ୍ଥଳରେ ପେ।ଲିସ୍ ଫେ।ର୍ସ ମୁତୟନ କରାଯାଇଛି । ଭୁବନେଶ୍ବର ଡ଼ିସିପି ଏସବୁ ଦାୟିତ୍ବରେ ରହିଥିବା ଡ଼ିଜିପି ଆର ପି ଶର୍ମା କହିଛନ୍ତି । ୪ ଜଣ ଅତିରିକ୍ତ ଡିସିପି, ୧୩ ଜଣ ଏସିପି, ୧୦ ଜଣ ଇନ୍ସପେକ୍ଟର, ୬୨ଜଣ ଏସଆଇ ଓ ଏଏସଆଇ ସୁରକ୍ଷ। ଦାୟିତ୍ବରେ ଅଛନ୍ତି ।

Comments are closed.