Odisha Link
Bridging the Missing Links in Odisha

ପାରାଦୀପରେ ବିଜେଡି-ବିଜେପି ମୁହାଁମୁହିଁ

ପାରାଦୀପ: ପାରାଦୀପ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି। ଦୀର୍ଘ ଚାରିଦିନ ଧରି ବାଲିଯାତ୍ରା ଟେଣ୍ଡର ଦୁର୍ନୀତି ପ୍ରକ୍ରିୟା ରେ ଚଞ୍ଚକତା ନେଇ ଗଣଧାରଣାରେ ବସିଥିଲେ ପାରାଦୀପ ନଗର ବିଜେପି। ସେହି ସ୍ଥାନରେ ବିଜେଡି ପକ୍ଷରୁ ମହାପ୍ରଗତି ସମାବେଶ କରାଯାଇଥିଲା। ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।