Odisha Link
Bridging the Missing Links in Odisha
Daily Archives

March 16, 2020

କରୋନା: ବିଦେଶରୁ ରାଜ୍ୟକୁ ଫେରୁଥିବା…

ଭୁବନେଶ୍ବର: ବର୍ତ୍ତମାନ କୋରୋନା ପରିସ୍ଥିତିରେ ବିଦେଶରେ ବିଭିନ୍ନ କାର୍ଯ୍ୟାଳୟ ଏବଂ ବୃତ୍ତିଗତ କାର୍ଯ୍ୟସ୍ଥଳୀଗୁଡ଼ିକ ସାମୟିକ ଭାବରେ ବନ୍ଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବିଦେଶରୁ ଓଡ଼ିଶାକୁ ଫେରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଜି…

କରୋନା ମୁକାବିଲା : ଅସ୍ଥାୟୀ…

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଓଡ଼ିଶା ସରକାର। କରୋନା ମୁକିବିଲା ପାଇଁ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ପୌରସଂସ୍ଥାଙ୍କୁ ନିର୍ଦ୍ଦେଶ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌରସଂସ୍ଥାକୁ ଚିଠି ଲେଖି…

କରୋନା ଭାଇରସ୍: ନୀତୀଶଙ୍କ ବଡ଼ ଘୋଷଣା,…

ପାଟନା: କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆପଣାଉଛନ୍ତି ବିଭିନ୍ନ ଉପାୟ। ଏହାରି ମଧ୍ୟରେ ଏହି ଭାଇରସର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ବିହାର ସରକାର। କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ଭାଇରସରେ ଆକ୍ରାନ୍ତ…

ୟେସ୍‌ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା…

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ସଂପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟେସ୍‌ ଜମାକାରୀଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି କହିଲେ ଶକ୍ତିକାନ୍ତ। ଏଥିସହିତ ସେ କହୁଛନ୍ତି ଯେ, ଷ୍ଟେଟବ୍ୟାଙ୍କ ସହାୟତାରେ ୟେସ୍‌…

ପିକ୍‌ଅପ୍ ଭ୍ୟାନ ଧକ୍କାରେ ୩ ମୃତ

ମୋହନା: ରାଇସିଂ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୩ ବାଇକ୍‌ ଆରେହୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଭ୍ୟାନ୍‌ ବାଇକ୍‌କୁ ସାମ୍ନାପଟୁ ପିଟିଥିଲା।

ସୁପ୍ରିମକୋର୍ଟରୁ ନିରାଶ ହେଲେ ନିର୍ଭୟା…

ନୂଆଦିଲ୍ଲୀ: ICJ ଦ୍ବାରସ୍ଥ ହେଲେ ୩ ନିର୍ଭୟା ଦୋଷୀ। ମୃତ୍ୟୁଦଣ୍ଡ ରହିତାଦେଶ ପାଇଁ ICJ(ଅନ୍ତର୍ଜାତୀୟ କୋର୍ଟ)ଙ୍କର ଦ୍ବାରସ୍ଥ ହେଲେ ୩ ନିର୍ଭୟା ଦୋଷୀ। ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ୩ ନିର୍ଭୟା ଦୋଷୀ ଅକ୍ଷୟ, ପବନ ଏବଂ ବିନୟ ICJ (ଅନ୍ତର୍ଜାତୀୟ କୋର୍ଟ)ଙ୍କର ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା…

ଲୋକସଭା: ଋଣ ଖିଲାପକାରୀଙ୍କ କଥା ଉଠାଇଲେ…

ନୂଆଦିଲ୍ଲୀ: ଆଜି ଲୋକସଭାର ପ୍ରଶ୍ନକାଳ ସମୟରେ ଋଣ ଖିଲାପକାରୀଙ୍କ ଉପରେ ପ୍ରଶ୍ନ ପଚାରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଲୋକସଭାରେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ସୂଚନା ମାଗିଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସବୁଠାରୁ ବଡ ୫୦ ଖିଲାପକାରୀଙ୍କ ତଥ୍ୟ ଦେବାକୁ ସରକାରଙ୍କ…

କରୋନା: ଦିଲ୍ଲୀରେ ୫୦ରୁ ଉର୍ଦ୍ଧ ଲୋକଙ୍କ…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ପାଇଁ ସାରା ଦେଶବାସୀ ଆତଙ୍କିତ ଥିବା ବେଳେ ରାଜଧାନୀ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ଜିଲାର ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ବୈଠକରେ ଦିଲ୍ଲୀର…

ଅପରାହ୍ନ ୪ଟାରେ ଶକ୍ତିକାନ୍ତଙ୍କ…

ନୂଆଦିଲ୍ଲୀ: ଆଜି ଅପରାହ୍ନ ୪ଟା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। କୋରୋନା ଭୂତାଣୁ ପ୍ରଭାବରେ ସଂଘର୍ଷ କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରେପୋ ରେଟ କମିବା ନେଇ…

କରୋନା: ଦିନ ୨ଟାରୁ ପାର୍କ ବନ୍ଦ

ଭୁବନେଶ୍ବର: ନଗର ଉନ୍ନୟନ ବିଭଗା ତରଫରୁ କରୋନା ପାଇଁ ସତର୍କ ପଦକ୍ଷେପ ନିଆଯାଇଛି। ଏନେଇ ଦିନ ୨ଟାରେ ସହରାଞ୍ଚଳର ସବୁ ପାର୍କ ବନ୍ଦ ହେବ। ସବୁଦିନ ଅପରାହ୍ନ ୨ଟାରୁ ପାର୍କ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, କଟକ ଓ ଭୁବନେଶ୍ୱରରେ ସବୁ ସପିଂମଲ୍‌ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ…