Odisha Link
Bridging the Missing Links in Odisha
Daily Archives

July 4, 2020

ସରିଲା ରଥଯାତ୍ରା: ରତ୍ନବେଦୀକୁ ବିଜେ…

ପୁରୀ: ପାଖାପାଖୀ ଏକ ମାସର ବ୍ୟବଧାନ ପରେ ଆଜି ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପବିତ୍ର ରଥଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ ହେବା ପରେ ଶନିବାର ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ…

କାଲି ସମ୍ବଲପୁର ସଟ୍‌ଡାଉନ୍

ସମ୍ବଲପୁର: ମହାମାରୀ କରୋନା ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ନଜରରେ ରଖି ଆସନ୍ତାକାଲି ରବିବାର ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ। ମହାମାରୀ ଆଇନ୍‌ ୧୮୯୭ ତଥା ବିପର୍ଯ୍ୟୟ ପ୍ରବନ୍ଧନ ଆଇନ୍‌ ୨୦୦୯ ଅନୁଯାୟୀ ନିଜ ସ୍ବତନ୍ତ୍ର କ୍ଷମତାର…

କଟକ ସହର ଜୁଲାଇ ୮ ଯାଏଁ ସଟ୍‌ଡାଉନ୍

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନଜର ରଖି ସିଏମସି ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। ଜୁଲାଇ ୮ ତାରିଖ ଯାଏଁ କଟକ ସହରକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କଲା ସିଏମସି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୮ ତାରିଖ ମଧ୍ୟରାତ୍ର ଯାଏଁ…

ଜୁଲାଇ ୬ରେ ଖୋଲିବ ଓଡ଼ିଶାର କିଛି…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ କଟକଣା ପାଇଁ ବନ୍ଦ ଥିଲା ଦର୍ଶନୀୟ ସ୍ଥାନ। ହେଲେ ବର୍ତ୍ତମାନ ସାରା ଦେଶରେ ଅନ୍‌ଲକ୍-୨ କଟକଣା କାର୍ଯ୍ୟକାରୀ ହେଉଛି। ଏସବୁ ମଧ୍ୟରେ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିସହିତ ଜୁଲାଇ ୬ ତାରିଖରୁ ଖୋଲିବ ଓଡ଼ିଶାର…

ଚଳିତ ବର୍ଷ ବୋଲବମ୍‌ ବନ୍ଦ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ନେଲେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଚଳିତବର୍ଷ ବୋଲବମ୍‌ ଉପରେ ରାଜ୍ୟ ସରକାର ଲଗାଇଲେ କଟକଣା। ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ। ସେମାନଙ୍କୁ ଶିବ…

କରୋନା: ସୁସ୍ଥ ହେଲେ ୨୨୯ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ରାଜ୍ୟରେ ବଢ଼ି ଚାଲିଛି। ଯାହା ରାଜ୍ୟ ପାଇଁ ଏକ ଭଲ ଖବର। ରାଜ୍ୟରେ ଆଜି ୨୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ୬୯୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ…

ରାଜ୍ୟରେ ୩୪ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁୁ ଦିନ କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ୨୪ଟି ଜିଲ୍ଲାରୁ ୪୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରେ ଦିନକରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଯାହାକି ରାଜ୍ୟରେ ସର୍ବାଧିକ। ଏନେଇ ରାଜ୍ୟ…

ବଡ଼ ଖବର: ୨୪ ଘଣ୍ଟାରେ ୪୯୫ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଜି ୨୪ଟି ଜିଲ୍ଲାରୁ ୪୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ ରାଜ୍ୟରେ ଦିନକରେ ୫ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ରେ ପହଁଞ୍ଛିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରେ…

ନୀଳାଦ୍ରି ବିଜେ: ଆଜି ରସଗୋଲା ଦେଇ…

ପୁରୀ: ହିନ୍ଦୁ ପରମ୍ପରାର ଅନ୍ୟତମ ମହାପର୍ବ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଜି ଅନ୍ତିମ ଦିନ। ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ରଥ ଛାଡ଼ି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିବେ ଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡ଼ଭାଇ ବଳଭଦ୍ର ଓ ଚକ୍ର ସୁଦର୍ଶନ। ପରମ୍ପରା ଅନୁସାରେ ୧୨ଦିନ ବିଚ୍ଛେଦ କାରଣରୁ ଅଭିମାନ…

ଭାରତରେ କରୋନା: ୨୪ ଘଣ୍ଟାରେ ସର୍ବାଧିକ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୬ ଲକ୍ଷ ୪୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…