Odisha Link
Bridging the Missing Links in Odisha
Daily Archives

November 14, 2020

ଓଡିଶାକୁ ପ୍ରାଧାନ୍ୟ ଦେଉଛନ୍ତି ମୋଦି…

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ଅବା କରୋନା ସଙ୍କଟ ସମୟରେ ହଜାର ହଜାର କୋଟି ରାଜ୍ୟକୁ ପ୍ରଦାନ କରୁଛନ୍ତି। ଗତ ଅମ୍ଫାନ ବାତ୍ୟାରେ ମୋଦି ସରକାର ଅଗ୍ରୀମ ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଥିବାବେଳେ ଏବେ ଆଉ ୧୨୮.୨୩ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି। ଏହିପରି ଅମ୍ପନ ବାତ୍ୟା…

ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ…

କଣ୍ଟାବାଞ୍ଜି : ବାହାରକୁ ବେଆନ ଭାବରେ ଦାଦନ ଚାଲଣ ସମୟରେ ୪୮ ଜଣଙ୍କୁ କଣ୍ଟାବାଞ୍ଝି ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରୁ ୨୫ ପୁରୁଷ, ୨୩ ମହିଳା ଥିବା ବେଳେ ୮ ଶିଶୁ ଥିବା ଜଣାଯାଇଛି। ଅଟୋ ଓ ପିକଅପ ଗାଡିରେ ରେଳ ଷ୍ଟେସନକୁ ଯାଉଥିବା ବେଳେ ପୁଲିସ ଚଢାଉ କରିଥିଲା। ଦାଦନ ଶ୍ରମିକ…

ସଡ଼କ ଦୁର୍ଘଟଣାରେ ଦୁଇଭାଇ ମୃତ

ବଣାଇ: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୨ଭାଇ ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି କୋଇଡା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ଘଟିଛି। ୨ଭାଇ ଏକ ବାଇକରେ କାଦୁଅଡିହାରୁ ଡେଙ୍ଗୁଳା ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିଲା।