Odisha Link
Bridging the Missing Links in Odisha

୫ ପର୍ଯ୍ୟଟନସ୍ଥଳୀରେ ହେବ ରୋପ୍ ଓ୍ବେ ବ୍ୟବସ୍ଥା

ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷପ ନେଇଛନ୍ତି। କପିଳାଶ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବର ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି।

ବର୍ଷକ ଭିତରେ ଏହି ୫ଟି ରୋପ୍ ୱେ ଲଗାଯିବ। ୧୪ ମାସରୁ ୧୬ ମାସ ଭିତରେ ଏହାର କାର୍ଯ୍ୟ ଶେଷ କରିବାର ଯୋଜନା ରଖାଯାଇଛି। ପୁରୀରୁ କୋଣାର୍କ ରୋପ୍ ୱେ କରିବା ପାଇଁ ଚିନ୍ତା କରୁଛନ୍ତି ସରକାର।