Odisha Link
Bridging the Missing Links in Odisha

ଏକାଧିକ ବିବାହକୁ ଛାଟ, ବାଧ୍ୟତାମୂଳକ ପଞ୍ଜୀକରଣ ସହ ହେବ ଆଧାର ଲିଙ୍କ୍!

ଭୁବନେଶ୍ବର: ଏକାଧିକ ବିବାହ ରୋକିବାକୁ ଅଭିନବ ପଦକ୍ଷେପ। ରାଜ୍ୟ ମହିଳା କମିଶନଙ୍କ ଏକ ନଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଏକାଧିକ ବିବାହ ରୋକିବାକୁ ପଞ୍ଜୀକରଣ ବାଧ୍ୟତାମୂଳକ କରିବା ସହ ଆଧାର କାର୍ଡ ସଂଯୋଗୀକରଣ ବାଧ୍ୟତାମୂଳକ କରିବାକୁ ଯୋଜନା କରାଯାଇଛି।

ପୂର୍ବରୁ ଝିଅ କିମ୍ବା ପୁଅ ସମ୍ପର୍କରେ ଜଣା ପଡିଲେ ଏକାଧିକ ବିବାହକୁ ରୋକି ହେବ। ରାଜ୍ୟ ମହିଳା କମିଶନଙ୍କ ଏହି ପ୍ରସ୍ତାବକ କେନ୍ଦ୍ର ମହିଳା କମିଶନ ସ୍ବାଗତ କରିଛନ୍ତି। ରାଜ୍ୟରେ ଏହା କାର୍ଯ୍ୟକାରୀ ହେଲେ ଏକାଧିକ ବିବାହ ସମ୍ପର୍କରେ ଜଣାପଡିବ।