Odisha Link
Bridging the Missing Links in Odisha
Daily Archives

June 17, 2023

‘ବିଜେପି ସାଂସଦ କେବଳ ଗୁରୁତ୍ୱହୀନ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଅଙ୍କକଷା ଆରମ୍ଭ କଲେଣି। ଏସବୁ ମଧ୍ୟରେ ଓଡ଼ିଶାର ଶାସନ ବ୍ୟବସ୍ତାକୁ ନେଇ ମୁହଁ ଖୋଲିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର…

ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ ରାଜସ୍ବ…

ଓଏଲ୍‌ ବ୍ୟୁରୋ: ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡ଼ିଥିବା ସରକାରୀ ବାବୁ ହେଉଛନ୍ତି ଜଣେ ବରିଷ୍ଠ ରାଜସ୍ବ ସହାୟକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ରାଜସ୍ବ ସହାୟକ ରାମଚନ୍ଦ୍ର ସେନ୍ ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ। ଆୟ ବହିର୍ଭୂତ…

‘ଓଡ଼ିଶାରେ ଯାହା ବି ହେଉଛି,…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଅଙ୍କକଷା ଆରମ୍ଭ କଲେଣି। ଏସବୁ ମଧ୍ୟରେ ଓଡ଼ିଶାର ଶାସନ ବ୍ୟବସ୍ତାକୁ ନେଇ ମୁହଁ ଖୋଲିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତାଙ୍କ ମନ୍ତବ୍ୟ…

ତାତିରୁ ନାହିଁ ନିସ୍ତାର, ୪୫ ଡିଗ୍ରୀ…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଓଡ଼ିଶାବାସୀ। ୪୫ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଅସହ୍ୟ ତାତି। ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ୪୫ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ଭାବେ…

ଆକାଶ ମାର୍ଗରୁ ‘ବିପର୍ଯ୍ୟୟ’ ପରର ସ୍ଥିତି…

ଓଏଲ୍‌ ବ୍ୟୁରୋ: ଗୁଜରାଟରେ ବାତ୍ୟା ସମୟରେ ଓ ପରେ ବାତ୍ୟା 'ବିପର୍ଯ୍ୟୟ' ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଗୁଜରାଟର ସୌରାଷ୍ଟ୍ର କଚ୍ଛ ଉପକୂଳରେ ଲାଣ୍ଡଫଲ୍‌ ଭିତରେ ବାତ୍ୟା ‘ବିପର୍ଯ୍ୟୟ’ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ…

‘ବଦଳିବନି ଦର୍ପଦଳନ ରଥର…

ଓଏଲ୍‌ ବ୍ୟୁରୋ: ବଡ଼ଦାଣ୍ଡକୁ ଆସିବେ ବଡ଼ଠାକୁର। ପାଖେଇ ଆସୁଛି ରଥଯାତ୍ରା। ରଥଯାତ୍ରା ପାଇଁ ଅପେକ୍ଷାରତ କୋଟି କୋଟି ଶ୍ରଦ୍ଧାଳୁ। ମହାବାହୁ ଦର୍ଶନ ଦେବେ କୋଟି କୋଟି ଜନତାଙ୍କୁ। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ମହାପ୍ରଭୁଙ୍କ ଘୋଷ ଯାତ୍ରା…

ଅଡ଼ୁଆରେ ଗାୟକ ସୌରୀନ ଭଟ୍ଟ, ଗିରଫ ପାଇଁ…

ଓଏଲ୍‌ ବ୍ୟୁରୋ: ବଲିଉଡ୍ ଗାୟକ ସୌରୀନ ଭଟ୍ଟ ପାଇଁ ବଢିଲା ଅଡ଼ୁଆ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଯୌନ ଶୋଷଣ ମାମଲା। ସୌରୀନଙ୍କୁ ଠାବ ପାଇଁ ଟିମ୍‌ ଗଠିତ। ଠାବ ପରେ ଗିରଫ କରିବ କଟକ କମିଶନରେଟ ପୁଲିସ। ଦୁଇ ଦିନ ଭିତରେ ଗଠିତ ଟିମ୍ ରାଜ୍ୟ ବାହାରକୁ ଯିବ। ସୌରିନ ଭଟ୍ଟଙ୍କୁ ଠାବ ପାଇଁ ପ୍ରଥମେ କଲିକତା ସ୍ଥିତ…

ମହାପ୍ରସାଦ ନାଁରେ ନକଲି ଅବଢ଼ା ବିକ୍ରି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ନୀତିନିୟମରେ ଚାଲିଛି ମହାପ୍ରଭୁଙ୍କ ନୀତିକରନ୍ତି। ଏହାରି ମଧ୍ୟରେ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ପୁରୀରେ ମହାପ୍ରସାଦ ନାଁରେ ନକଲି ଅବଢ଼ା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ମହାପ୍ରସାଦ ନାଁରେ ଠକେଇ ହୋଇଥିବା ନେଇ ଥାନାରେ ଦିଆଯାଇଛି ଏତଲା।…

ବାହାନଗା ରେଳ ଦୁର୍ଘଟଣା: ୨୯୧ ଛୁଇଁଲା…

ଓଏଲ୍‌ ବ୍ୟୁରୋ: ଆଜି ବାହାନଗା ରେଳ ଦୁର୍ଘଟଣାକୁ ୧୬ ଦିନ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ବିହାରର ୩୨ ବର୍ଷୀୟ…

ଅଚଳାଚଳ ସଂପତ୍ତି ପଡ଼ିଲା ଭାରି, ଗିରଫ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଲେ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା। ଆୟ ବହିର୍ଭୂତ ସମ୍ପତି ଠୁଳ…