Odisha Link
Bridging the Missing Links in Odisha

ଆକ୍ସନ୍ ନେଲେ ଡିଜିପି, ନିଲମ୍ବିତ ହେଲେ ଦଶମନ୍ତପୁର ଥାନା ଆଇଆଇସି

ଓଏଲ୍‌ ବ୍ୟୁରୋ: କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ସସପେଣ୍ଡ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବାରୁ ଆଇଆଇସିଙ୍କୁ ଡିଜିପି ସସପେଣ୍ଡ କରିଛନ୍ତି।