Odisha Link
Bridging the Missing Links in Odisha

ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ, 10 ଥର ବିଧାୟିକା ଥିଲେ

ଓଏଲ ବ୍ୟୁରୋ: ପରଲୋକର ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ | ଶୁକ୍ରବାର ବିଳମ୍ବିତ ରାତିରେ ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ହୋଇଥିବା ସୂଚନା |ସେ  10ଥର ବିଧାୟକ ଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି ।ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ଥର ମହିଳା ବିଧାୟିକା ଭାବେ ନିର୍ଵାଚିତ ହୋଇଥିଲେ।

 

Leave A Reply

Your email address will not be published.