Odisha Link
Bridging the Missing Links in Odisha
Daily Archives

March 6, 2024

ନିର୍ବାଚନୀ ତାରିଖ ଘୋଷଣା ନେଇ ବଢୁଛି…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ କହି ପୂର୍ଣ୍ଣଚ୍ଛେଦ ପକାଇଥିଲେ।…

ଆଦିବାସୀଙ୍କ ସ୍ୱତନ୍ତ୍ରତାର ବାର୍ତ୍ତାବହ…

ଓଏଲ୍‌ ବ୍ୟୁରୋ: ଆଦିବାସୀଙ୍କ ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟ ସ୍ୱତନ୍ତ୍ରତା ବାର୍ତ୍ତାବହ ସାଜିବ 'ଆଦିବାସୀ ଭବନ'। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଗୋଠପାଟଣାରେ ୧୦୦ କୋଟି ଟଙ୍କା ବ୍ୟୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି। ଆଦିବାସୀ ମାନଙ୍କ କଳା ସଂସ୍କୃତି…

ପାଣି ଭିତରେ ଗଡ଼ିଲା ମେଟ୍ରୋ ଟ୍ରେନ୍;…

ଓଏଲ୍‌ ବ୍ୟୁରୋ: ପାଣି ଭିତରେ ଗଡ଼ିଲା ମେଟ୍ରୋ ଟ୍ରେନ୍। ବିଦେଶରେ ପାଣି ଭିତରେ ଟ୍ରେନ୍ ଚାଲୁଥିବା ଆପଣ ଦେଖିଥିବେ। ଏବେ ଭାରତରେ ଏହା ସତ ହୋଇଛି। ଲୋକାର୍ପିତ ହେଲା ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟ୍ରେନ୍। ଆଜି ପଶ୍ଚିମବଙ୍ଗରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି…

ଜମି ଦୁର୍ନୀତି ମାମଲା: ୧୮ ଘଣ୍ଟାର ଜେରା…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ତା ଠିକ୍‌ ପୁର୍ବରୁ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇଡି ପ୍ରଫୁଲ ସାମଲଙ୍କ ଘରେ ରେଡ୍‌ କରିଥିବା ବେଳେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ସମନ କରିଛି।…

ଆଉ ଦିନକ ପରେ ମହାଶିବରାତ୍ରି; ଶ୍ରୀ…

ଓଏଲ୍‌ ବ୍ୟୁରୋ: ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦିନକ ପରେ ପ୍ରଭୁ ମହାଦେବଙ୍କ ପାଖରେ ଜାଗର ଯାତ୍ରା। ଯାହାକୁ ନେଇ ପ୍ରଭୁଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିବ। ତେବେ ପ୍ରଭୁ…

ଘାଟିରୁ ଖସିଲା ଓଏସ୍ଆରଟିସି ବସ୍‌; ୧୫ରୁ…

ଓଏଲ୍‌ ବ୍ୟୁରୋ: ଫୁଲବାଣୀ ଚାରିଛକ ଘାଟିରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇ ଘାଟିରୁ ଖସିଲା ବସ୍‌। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଡ୍ରାଇଭରଙ୍କ ଅସାବଧାନତାରୁ ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି। ସମସ୍ତ ଆହତ ଚାରିଛକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ସ୍ୱାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ; ଆଜି…

ଓଏଲ୍‌ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ରାଜ୍ୟରେ ଅର୍ଥ ଅଭାବରୁ କେହି ବି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ସଭିଙ୍କ…