Odisha Link
Bridging the Missing Links in Odisha

ଓଡ଼ିଶା ପାଇଲା ୨ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସରିଲା ବିଜେପି ବିଧାୟକ ଦଳ ବୈଠକ। ହଟିଲା ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ସସ୍‌ପେନ୍ସ। ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ। ଏଥିସହିତ ୨ ଉପ-ମୁଖ୍ୟମନ୍ତ୍ରୀ ରହିବେ। ୨୫ ବର୍ଷ ପରେ ଓଡ଼ିଶା ଦେଖିବ ୨ ଉପ-ମୁଖ୍ୟମନ୍ତ୍ରୀ। କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା ଆସନ୍ତାକାଲି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Leave A Reply

Your email address will not be published.