Odisha Link
Bridging the Missing Links in Odisha

ଆତଙ୍କବାଦୀ ମୁସାର ବଦଲା ନେବା ପାଇଁ…

ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆକଙ୍କବାଦୀ ହମଲା ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ପୁଲଓ୍ୱାମା ଶୈଳୀରେ ପୁଣି ଆକ୍ରମଣ କରିବାକୁ ଆତଙ୍କବାଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ନିକଟରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ନେତା ମୁସା ନିହତ ହୋଇଥିଲା। ଏହି ଘଟଣାର…

ଆଜି ବିଶ୍ୱ ପିତୃ ଦିବସ

ଭୁବନେଶ୍ବର: ସାରା ବିଶ୍ବ ଆଜି ପାଳନ କରୁଛି ବିଶ୍ବ ପିତୃ ଦିବସ। କଥାରେ ଅଛି ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିକ୍ଷା କରେ। ତେବେ ସେ ସଂସ୍କାରକୁ ନେଇ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ…

କ୍ରିକେଟ୍‌ ବିଶ୍ବକପ୍‌ ୨୦୧୯: ଆଜି…

ମାଞ୍ଚେଷ୍ଟର: ଚଳିତ ବିଶ୍ବକପ୍‌ କ୍ରିକେଟର ହାଇ ଭୋଲଟେଜ ମ୍ୟାଚ୍‌ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ। ବିଶ୍ବକପର ୨୨ତମ ମ୍ୟାଚ ଆଜି ମାଞ୍ଚେଷ୍ଟରରେ ଖେଳାଯିବ। ଏହାସହ କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ସୁପର ସଣ୍ଡେ…

ଆଜି ଶ୍ରୀମନ୍ଦିରରେ ପହଞ୍ଚିବ ଜୟ-ବିଜୟ…

ପୁରୀ: ବାତ୍ୟା ଫନିର ତାଣ୍ଡବରେ ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। କିନ୍ତୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର କାରଣ ଫନି ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତିକୁ ଆଜି ଶେଷ ସ୍ପର୍ଶ ମିଳିଛି। ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଶିଳ୍ପୀଗ୍ରାମ…

ଆଜି ଶେଷ ରଜ: ଗାଁ ଠୁ ସହର ଉତ୍ସବ ମୁଖର

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜର ଆଜି ହେଉଛି ଶେଷ ଦିନ। ରଜ ପର୍ବ ୩ଦିନ ଧରି ବହୁ ଆଡ଼ମ୍ବରର ସହ ପାଳନ କରାଯାଇଥାଏ। ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ଯାହାଫଳରେ ମିଠା, ପିଠା ଓ ପାନର ମହକରେ ଗାଁଠାରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଦୋଳି ଓ ବାଗୁଡି ଖେଳରେ ମସଗୁଲ ହୋଇ ଧୁମଧାମ୍‌ରେ ଚାଲିଛି ରଜ ଉତ୍ସବ…

ବାଜିଲା ରାଜ୍ୟସଭା ବିଗୁଲ: ୩ ରାଜ୍ୟସଭା…

ଭୁବନେଶ୍ବର: ରାଜ୍ୟର ଖାଲିଥିବା ତିନୋଟି ରାଜ୍ୟସଭା ଆସନ ଲାଗି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ ହୋଇଛି। ଏ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ। ରାଜ୍ୟରୁ କିଏ ରାଜ୍ୟସଭାକୁ ଯିବେ ସେଥିଲାଗି ଲବି ଆରମ୍ଭ ହୋଇଯାଇଛି। ରାଜ୍ୟସଭା ସଦସ୍ୟ ପଦରୁ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପ ଦେବ…

FIH ପୁରୁଷ ହକି: ଦକ୍ଷିଣ ଆଫ୍ରିକାକୁ…

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା FIH ପୁରୁଷ ହକି ସିରିଜରେ ଭାରତ ଚମ୍ପିଆନ ହୋଇଛି। ଫାଇନାଲ ମୁକାବିଲାରେ ଭାରତ ଟିମ ଜବରଦସ୍ତ ପ୍ରଦର୍ଶନ ଦେଖାଇ ଦକ୍ଷିଣ-ଆଫ୍ରିକାକୁ ୫-୧ ଗୋଲରେ ହରାଇଛି।ଭାରତ ପକ୍ଷରୁ ହରମନପ୍ରିତ ସିଂ ଓ ବରୁଣ କୁମାର ଦୁଇଟି ଲେଖାଏଁ ଓ ବିବେକ ପ୍ରସାଦ ଗୋଟିଏ ଗୋଲ…

୨ ରୁ ୩ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ…

ଭୁବନେଶ୍ୱର : ପ୍ରବଳ ଖରା ସାଙ୍ଗକୁ ଗୁଳୁମୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଓଡ଼ିଶା ବାସୀ। କିନ୍ତୁ ରଜରେ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ମିଳିଛି। କାରଣ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବ। ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ। ମୌସୁମୀ ଆସିବା ପରେ…

ଶ୍ରଦ୍ଧାଞ୍ଜଳି ପାଇଲେ ସାହିତ୍ୟ ଅକାଦେମି…

ନୂଆଦିଲ୍ଲୀ : ପୁସ୍ତକ 'ଶ୍ରୀମୟୀ ମା'ର ଅନୁବାଦ ପାଇଁ ଓଡ଼ିଆ ଅନୂବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋଙ୍କୁ ୨୦୧୮ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପ୍ରଦର୍ଶନ କରିଛି। ସନ୍ଧ୍ୟାରେ ତ୍ରିପୁରାର ରାଜଧାନୀ ଅଗରତାଲାର ସୁକାନ୍ତ ଏକାଡେମୀ ସଭାକକ୍ଷରେ ସାହିତ୍ୟ ଅକାଦେମୀର ୨୦୧୮ ବର୍ଷର…

ବର୍ଷାଜଳ ସଂରକ୍ଷଣ କରିବାକୁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ଆଉ ଅଳ୍ପଦିନ ପରେ ବର୍ଷା ଦିନ ଆସିବ। ଗ୍ରାମାଞ୍ଚଳରେ ଜଳ ସଂକଟକୁ ଆଖି ଆଗରେ ରଖି ଠିକ୍‌ ବର୍ଷାଦିନ ଆଗରୁ ଗାଁ ମୁଖିଆମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଚିଠିରେ ଲେଖିଛନ୍ତି ଯେ, ମୌସୁମୀ ଆସିବା ପୂର୍ବରୁ ବୃହତ୍ ପରିମାଣର ବର୍ଷାଜଳ ସଂରକ୍ଷଣ କରିବା ପାଇଁ…