Odisha Link
Bridging the Missing Links in Odisha

ପ୍ରିୟବ୍ରତ ପଟ୍ଟନାୟକ: ଜଣେ ଅଧିକାରୀ ଓ…

ବାସ୍ତବରେ କହିବାକୁ ଗଲେ ସେ ବିଧିବଦ୍ଧ ଗୋଲାକଧନ୍ଦା ଏବଂ ସାଧାରଣ ମନୁଷ୍ୟର ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଥିଲେ। ଲୋକେ ତାଙ୍କ ପାଖକୁ ଅସମ୍ଭବକୁ ସମ୍ଭବ କରିବାର ଆଶା ନେଇ ଆସୁଥିଲେ କାରଣ ସେ ଯେକୌଣସି କାମ, ସ୍ଥାନ ନିର୍ବିଶେଷରେ କରିପାରୁଥିଲେ। ପର ଲୋକଙ୍କ ସମସ୍ୟାକୁ ଆପଣାର ଭଳି ଦେଖିବାର…

ଚିନ୍ତନ ମନ୍ତ୍ରାଳୟ

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମେ ଆମ ଯୁବକଙ୍କ ଚିନ୍ତନ ଶକ୍ତିର ସୃଷ୍ଟି ଓ ଉନ୍ନତି ଲାଗି ବିଶେଷ କିଛି ପ୍ରୟୋଜନ ଯୋଗେଇପାରି ନାହୁଁ। ଭାରତ ଅସୀମିତ ସାମର୍ଥ୍ୟର ଗନ୍ତାଘର। ବର୍ତ୍ତମାନ ସମୟ ଆସିଯାଇଛି ଏକ ଚିନ୍ତନ ମନ୍ତ୍ରାଳୟକୁ କାର୍ଯ୍ୟକାରୀ କରିବାପାଇଁ। ଏହି ମନ୍ତ୍ରାଳୟ ଏକ ନିର୍ଦ୍ଧାରିତ ଲକ୍ଷ୍ୟ…