କେସିଙ୍ଗା ଷ୍ଟେସନ ନିକଟରେ କଣ୍ଟେନରରୁ…
କଳାହାଣ୍ଡି: କେସିଙ୍ଗା ରେଳଷ୍ଟେସନ ନିକଟରେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍। ରେଳ ଯୋଗେ ଅକ୍ସିଜେନ୍ ପରିବହନ ବେଳେ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହୋଇଛି। ଅକ୍ସିଜେନ୍ ଲିକ୍ ହୋଇଥିବା ନେଇ ସୂଚନା ପାଇ ଅକ୍ସିଜେନ୍ ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି।
ସୂଚନା ମୁତାବକ, ୨୦ରୁ ଉର୍ଦ୍ଧ୍ବ କଣ୍ଟେନରରେ…