ଅକ୍ସିଜେନ ସ୍ଥିତି ନେଇ କାନ୍ଦି ପକାଇଲେ…
ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ବେଡ୍ ବୃଦ୍ଧି କରାଯାଉଛି। ମାତ୍ର ଏହି ସମୟରେ ଦିଲ୍ଲୀର ଦୁଇଟି ବଡ଼ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଥିବା ବେଡ୍ ସଂଖ୍ୟାକୁ ୪୦% ହ୍ରାସ କରି ଦିଆଯାଇଛି।…