ଜର୍ଜ ଫ୍ଲଇଡ୍ଙ୍କୁ ହତ୍ୟା ମାମଲାରେ…
ମିନିଆପଲିସ୍: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲଇଡ୍ଙ୍କ ହତ୍ୟା ଘଟଣାରେ ମିନିଆପଲିସ୍ର ପୂର୍ବତନ ପୁଲିସ ଅଧିକାରୀ ଡେରେକ ଚାଉଭିନଙ୍କୁ ୨୨ ବର୍ଷ ୫ ମାସର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚାଉଭିନ, ଫ୍ଲୟଡଙ୍କ ବେକକୁ ଆଣ୍ଠୁରେ ଚିପି ଦେଇଥିଲେ, ଯେଉଁଥି ପାଇଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ…