ସ୍ତ୍ରୀଙ୍କଠୁ ଅସୁରକ୍ଷିତ ମନେ କରି ଥାନାର…
ଭୁବନେଶ୍ବର: ସ୍ତ୍ରୀଙ୍କଠୁ ଅସୁରକ୍ଷିତ ମନେ କରି ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ। ସ୍ତ୍ରୀଙ୍କ ଚରିତ୍ରକୁ ନେଇ ନିଜକୁ ଅସୁରକ୍ଷିତ ମନେ କରୁଥିବା ଜଣେ ଯୁବକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ୱାମୀ ମୋହିତ ଶର୍ମା ଏବେ ସ୍ତ୍ରୀର ଧମକ ଯୋଗୁଁ ଭୟରେ ଥିବା ବେଳେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି।
ସ୍ୱାମୀ…