Odisha Link
Bridging the Missing Links in Odisha
Browsing Tag

ଭଦ୍ରକ

ଦାଉ ସାଧିଲା ପ୍ରକୃତି: ବଜ୍ରପାତରେ…

ଭଦ୍ରକ: ବଜ୍ରପାତରେ ଜଳିଗଲା ୨୦ ବଖରା ଘର। ଭଦ୍ରକ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ଦାଉ ସାଧିଛି ପ୍ରକୃତି। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ହୋଇଥିଲା। ବଜ୍ରପାତରେ ୧୧ଟି ପରିବାରର ୨୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର…

ରାମ ମନ୍ଦିର ଭୂମିପୂଜା ପାଇଁ ଭଦ୍ରକରୁ…

ଭଦ୍ରକ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେବେ। ଏଥି ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଧାର୍ମିକ ସ୍ଥଳୀର ମାଟି ଏବଂ ନଦୀର ଜଳ ସଂଗ୍ରହ କରି ଅଯୋଧ୍ୟା…

ରବିବାର ଯାଏଁ ଯାଜପୁର, ଭଦ୍ରକ, ବାଲେଶ୍ବର…

ଭୁବନେଶ୍ବର: କରୋନା ସଂକରମଣକୁ ଦୃଷ୍ଟିରେ ରଖି ତିନୋଟି ଜିଲ୍ଲାରେ ରବିବାର ଯାଏଁ ସଟ୍‌ଡାଉନ୍‌ ଜାରି କରିଛନ୍ତି ସରକାର। ଏହି ସମୟରେ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଆମ୍ବୁଲାନ୍ସ ଓ ସରକାରୀ ସେବା ଗାଡ଼ି ଭିନ୍ନ କୌଣସି ଗାଡ଼ି ଚାଲିବନାହି'। ଲୋକାମନେ ଆଦୌ…

ଭଦ୍ରକରେ ଖୋଲିବ ବହି ଦୋକାନ ଓ ଢାବା

ଭଦ୍ରକ: ଭଦ୍ରକ ବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ଜିଲ୍ଲାର ବହି ଦୋକାନ, ଫ୍ୟାନ୍ ଦୋକାନ, ମୋବାଇଲ୍ ରିଚାର୍ଜ ଦୋକାନ ଓ ରାଜପଥ କଡ଼ ଢାବା ଖୋଲିବ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ବାସୁଦେବପୁର ଓ…

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାସୁଦେବପୁରର…

ଭଦ୍ରକ: ରାଜ୍ୟରେ ଆଜି ପୁଣି ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଜଣ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ସୂଚନା ରହିଛଇ। ଏହା ସହିତ ଏହି ବ୍ଲକ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଫଳରେ ୯ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୯ଟି ପଞ୍ଚାୟତକୁ…