+୨ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ…
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ +୨ ନାମ ଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ। ଦିନ ସାଢ଼େ ୧୧ଟାରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ସାମସ୍ ଓ୍ୱେବସାଇଟରେ ତାଲିକା ପାଇପାରିବେ ଛାତ୍ରଛାତ୍ରୀ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଆସନ୍ତା କାଲିଠୁ ୨୧ ତାରିଖ ମଧ୍ୟରେ ଧାର୍ଯ୍ୟ କଲେଜରେ ନାମ ଲେଖାଇ ପାରିବେ।…