ଚିନ୍ତାର ଲାଲ୍ ସେନା: କାବ୍ୟର ଲାଲ୍ ବାନା
ଅସିତ ମହାନ୍ତି
କବି ରବି ସିଂ ଙ୍କ ଆତ୍ମଜୀବନୀ 'ନିଃସଙ୍ଗ ପଦାତିକ'ର ଏହି ତୃତୀୟ ଖଣ୍ଡ ପ୍ରକାଶ ପାଇଥିଲା ୨୦୦୫ ମସିହା, ବସନ୍ତ ପଞ୍ଚମୀ ଦିନ। ତାହାର ଦୀର୍ଘ ୧୫ ବର୍ଷ ପରେ, ଆଉ ଗୋଟିଏ ବସନ୍ତ ପଞ୍ଚମୀର ମାତ୍ର ତିନି ଦିନ ପରେ, ଫେବୃଆରୀ ଦୁଇ ତାରିଖ ଦିନ ତାଙ୍କର ବିୟୋଗ ଘଟିଲା।
ସେତେବେଳେ ଏହାର…