ମେଣ୍ଢାର ମୂଲ୍ୟ ଦେଢ କୋଟି
ମହାରାଷ୍ଟ୍ର: ସାଧାରଣତଃ ଗୋଟିଏ ମେଣ୍ଢାର ମୂଲ୍ୟ ଅତିବେଶିରେ ୧୦ ରୁ ୧୫ ହଜାର ଟଙ୍କା ହୋଇଥାଏ। ହେଲେ ଆମେ ଯେଉଁ ମେଣ୍ଢା କଥା କହୁଛୁ ସେହି ମେଣ୍ଢାର ମୂଲ୍ୟ ୧.୫ କୋଟି ଟଙ୍କା। ଏହି ମେଣ୍ଢାକୁ କିଣିବାକୁ ବେପାରୀ ମାନେ ୭୦ ଲକ୍ଷ ଟଙ୍କା ଦର କରିଥିଲେ ବି ମେଣ୍ଢା ମାଲିକ ଜଣଙ୍କ କିନ୍ତୁ ୧.୫ କୋଟି ଟଙ୍କା…